ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି […]

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି ଦନ୍ତା। ମୃତକ ହେଉଛନ୍ତି ସୁଧାକର ସାମଲ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିନ୍ଦୋଳରେ ଚଳିତ ସପ୍ତାହରେ ଚାରି ଜଣଙ୍କୁ ମାରିଦେଲାଣି ଦନ୍ତା। ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଶବକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି। ଦୁଇ ଦିନ ତଳେ ହାତୀ ୩ ଜଣଙ୍କୁ ମାରିବା ଘଟଣାରେ ଜଣେ ଫରେଷ୍ଟର ଏବଂ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

02 Aug 2025 By The Sakala

ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି ଦନ୍ତା। ମୃତକ ହେଉଛନ୍ତି ସୁଧାକର ସାମଲ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିନ୍ଦୋଳରେ ଚଳିତ ସପ୍ତାହରେ ଚାରି ଜଣଙ୍କୁ ମାରିଦେଲାଣି ଦନ୍ତା। ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଶବକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି। ଦୁଇ ଦିନ ତଳେ ହାତୀ ୩ ଜଣଙ୍କୁ ମାରିବା ଘଟଣାରେ ଜଣେ ଫରେଷ୍ଟର ଏବଂ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର