ପୋଖରୀରେ ବୁଡି ନାବାଳକର ମୃତ୍ୟୁ

The Sakala Picture
Published On

କାମାକ୍ଷାନଗର: ପୋଖରୀରେ ବୁଡି ନାବାଳକ ମୃତ୍ୟୁ। ମୃତକ ହେଲେ କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମର ସୁରେଶ ବିଶ୍ବାଳଙ୍କ ୧୧ ବର୍ଷର ପୁଅ ଆୟୁଷ ବିଶ୍ବାଳ। ସେ ଘର ପାଖରେ ଥିବା ପୋଖରୀ ନିକଟରେ ଖେଳୁଥିଲେ। ଅସାବଧାନତା ଯୋଗୁ ପୋଖରୀରେ ବୁଡିଯାଇଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାରକରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ […]

କାମାକ୍ଷାନଗର: ପୋଖରୀରେ ବୁଡି ନାବାଳକ ମୃତ୍ୟୁ। ମୃତକ ହେଲେ କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମର ସୁରେଶ ବିଶ୍ବାଳଙ୍କ ୧୧ ବର୍ଷର ପୁଅ ଆୟୁଷ ବିଶ୍ବାଳ। ସେ ଘର ପାଖରେ ଥିବା ପୋଖରୀ ନିକଟରେ ଖେଳୁଥିଲେ। ଅସାବଧାନତା ଯୋଗୁ ପୋଖରୀରେ ବୁଡିଯାଇଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାରକରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଯାରିରଖିଛି। ଏପଟେ ମୃତ ଖବର ମିଳିବା ପରେ ଗ୍ରାମରେ ଓ ମେଡିକାଲରେ ସୋକାକୁଳ ପରିବେଷ ସୃଷ୍ଟିହୋଇଛି।

12 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର