୨୨ରେ ଦେବସ୍ନାନ ପୂର୍ଣ୍ଣିମା, ପ୍ରସ୍ତୁତ ହେଉଛି ସ୍ନାନ ମଣ୍ଡପ

The Sakala Picture
Published On

ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାଫ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହଫ ତେବେ ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ତାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ତେବେ ସ୍ନାନମଣ୍ଡପରେ କିପରି ଶୃଙ୍ଖଳିତ ଏବଂ ସୁରୁଖୁରରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହେବ ତା’ ଉପରେ ଫୋକସ ରଖିଛି ପ୍ରଶାସନ। ଏବେ ସ୍ନାନମଣ୍ଡପକୁ ପ୍ରସ୍ତୁତ […]

ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାଫ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହଫ ତେବେ ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ତାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ତେବେ ସ୍ନାନମଣ୍ଡପରେ କିପରି ଶୃଙ୍ଖଳିତ ଏବଂ ସୁରୁଖୁରରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହେବ ତା’ ଉପରେ ଫୋକସ ରଖିଛି ପ୍ରଶାସନ। ଏବେ ସ୍ନାନମଣ୍ଡପକୁ ପ୍ରସ୍ତୁତ କରାଯାଉଛି। ଗତବର୍ଷ ଦେବସ୍ନାନ ପୂର୍ଣ୍ଣିମା ପରେ ସ୍ନାନମଣ୍ଡପରେ ଲାଗିଥିବା ଲୁହା ପାଇପ୍‌‌, ରେଲିଂ ଆଦିକୁ ଖୋଲି ଦିଆଯାଇଥିଲା। ଯେ ହେତୁ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି ତେଣୁ ପୁନର୍ବାର ଏହାକୁ ଫିଟିଙ୍ଗ କରାଯାଉଛି। ସେହିପରି ମଣ୍ଡପର ପଥରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଯଦି କୌଣସି ପଥର ଖରାପ ଥାଏ ଆବଶ୍ୟକ ପଡ଼ିଲେ ତାହାକୁ ବଦଳାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

14 Jun 2024 By The Sakala

୨୨ରେ ଦେବସ୍ନାନ ପୂର୍ଣ୍ଣିମା, ପ୍ରସ୍ତୁତ ହେଉଛି ସ୍ନାନ ମଣ୍ଡପ

ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାଫ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହଫ ତେବେ ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ତାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ତେବେ ସ୍ନାନମଣ୍ଡପରେ କିପରି ଶୃଙ୍ଖଳିତ ଏବଂ ସୁରୁଖୁରରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହେବ ତା’ ଉପରେ ଫୋକସ ରଖିଛି ପ୍ରଶାସନ। ଏବେ ସ୍ନାନମଣ୍ଡପକୁ ପ୍ରସ୍ତୁତ କରାଯାଉଛି। ଗତବର୍ଷ ଦେବସ୍ନାନ ପୂର୍ଣ୍ଣିମା ପରେ ସ୍ନାନମଣ୍ଡପରେ ଲାଗିଥିବା ଲୁହା ପାଇପ୍‌‌, ରେଲିଂ ଆଦିକୁ ଖୋଲି ଦିଆଯାଇଥିଲା। ଯେ ହେତୁ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି ତେଣୁ ପୁନର୍ବାର ଏହାକୁ ଫିଟିଙ୍ଗ କରାଯାଉଛି। ସେହିପରି ମଣ୍ଡପର ପଥରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଯଦି କୌଣସି ପଥର ଖରାପ ଥାଏ ଆବଶ୍ୟକ ପଡ଼ିଲେ ତାହାକୁ ବଦଳାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର