ଜାଳ କାଠ ପାଇଁ ସାନ ଯାଆ ନେଇଗଲା ବଡ଼ ଯାଆର ଜୀବନ

The Sakala Picture
Published On

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅଭାବନୀୟ ଘଟଣା। ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆର ନାଁ ଜ୍ୟୋତ୍ସ୍ନା ଭୋଜ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୁଲିସ । ହତ୍ୟା କାଣ୍ଡ ପରେ ସାହିରେ ଚାପା ଉତ୍ତେଜନା […]

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅଭାବନୀୟ ଘଟଣା। ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆର ନାଁ ଜ୍ୟୋତ୍ସ୍ନା ଭୋଜ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୁଲିସ । ହତ୍ୟା କାଣ୍ଡ ପରେ ସାହିରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

03 Apr 2025 By The Sakala

ଜାଳ କାଠ ପାଇଁ ସାନ ଯାଆ ନେଇଗଲା ବଡ଼ ଯାଆର ଜୀବନ

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅଭାବନୀୟ ଘଟଣା। ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆର ନାଁ ଜ୍ୟୋତ୍ସ୍ନା ଭୋଜ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୁଲିସ । ହତ୍ୟା କାଣ୍ଡ ପରେ ସାହିରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

https://www.thesakala.in/latest-odisha-news/deogarh/life-of-the-one-who-was-taken-away-for-firewood/article-39762
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର