ଦୁର୍ଘଟଣା ପରେ ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଚାଳକ

The Sakala Picture
Published On

ଦେବଗଡ : ଦେବଗଡ଼ ବାରକୋଟ ଥାନା କଲା ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ପୋଲ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାସହ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୦ଟା ୧୫ମିନିଟ ସମୟରେ କେନ୍ଦୁଝର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ(ନଂ-ଓଡି-୦୯-୫୮୧୯୦) ବାରକୋଟ ଆଡକୁ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟଏକ ମାଲ ବୋଝେଇ ଟ୍ରକ […]

ଦେବଗଡ : ଦେବଗଡ଼ ବାରକୋଟ ଥାନା କଲା ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ପୋଲ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାସହ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୦ଟା ୧୫ମିନିଟ ସମୟରେ କେନ୍ଦୁଝର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ(ନଂ-ଓଡି-୦୯-୫୮୧୯୦) ବାରକୋଟ ଆଡକୁ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟଏକ ମାଲ ବୋଝେଇ ଟ୍ରକ କଲା-ଗୋପପୁର ପୋଲ ନିକଟରେ କଟ୍‍ ମାରିଥିଲା। ଫଳରେ ଲୁହାପଥର ବୋଝେଇ ଟ୍ରକର ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକଟି ରାସ୍ତା ତଳକୁ ଓଲଟି ପଡ଼ିବାସହ ସେଥିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ବାରକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଟ୍ରକର ଚାଳକ ଟ୍ରକ କ୍ୟାବିନରୁ ବାହାରକୁ ବାହାରିନପାରି ଜିଅନ୍ତା ଜଳି ଯାଇଥିଲେ। ମୃତ ଟ୍ରକ ଚାଳକଙ୍କ ନାମ ସିପୁନ ନାୟକ(୨୨)ଓ ତାଙ୍କ ଘର ଦେବଗଡ ଜିଲା ବାରକୋଟ ଥାନା ସରୁଆଳି ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

26 Apr 2021 By The Sakala

ଦୁର୍ଘଟଣା ପରେ ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଚାଳକ

ଦେବଗଡ : ଦେବଗଡ଼ ବାରକୋଟ ଥାନା କଲା ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ପୋଲ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାସହ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୦ଟା ୧୫ମିନିଟ ସମୟରେ କେନ୍ଦୁଝର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ(ନଂ-ଓଡି-୦୯-୫୮୧୯୦) ବାରକୋଟ ଆଡକୁ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟଏକ ମାଲ ବୋଝେଇ ଟ୍ରକ କଲା-ଗୋପପୁର ପୋଲ ନିକଟରେ କଟ୍‍ ମାରିଥିଲା। ଫଳରେ ଲୁହାପଥର ବୋଝେଇ ଟ୍ରକର ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକଟି ରାସ୍ତା ତଳକୁ ଓଲଟି ପଡ଼ିବାସହ ସେଥିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ବାରକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଟ୍ରକର ଚାଳକ ଟ୍ରକ କ୍ୟାବିନରୁ ବାହାରକୁ ବାହାରିନପାରି ଜିଅନ୍ତା ଜଳି ଯାଇଥିଲେ। ମୃତ ଟ୍ରକ ଚାଳକଙ୍କ ନାମ ସିପୁନ ନାୟକ(୨୨)ଓ ତାଙ୍କ ଘର ଦେବଗଡ ଜିଲା ବାରକୋଟ ଥାନା ସରୁଆଳି ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

https://www.thesakala.in/latest-odisha-news/deogarh/the-driver-was-burned-to-death-in-the-truck/article-1820
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର