ସାଇବର ଠକଙ୍କ ଉତ୍ପାତ: ଆପ୍ଲିକେସନ ଅପଡେଟ ନାଁ ରେ ଲୁଟିନେଲେ ୮ ଲକ୍ଷ

The Sakala Picture
Published On

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ସନ୍ଧ୍ୟାରେ […]

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଗତକାଲି ସନ୍ଧ୍ୟାରେ ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ ପ୍ରିନସିପାଲଙ୍କୁ କହିଥିଲେ ସାଇବର ଠକ । ପ୍ରିନସିପାଲଙ୍କ ଠାରୁ ଇମେଲ ଆଇ ଡି, ପାସୱାର୍ଡ, ଓଟିପି ନେଇ ଆପ୍ଲିକେସନ ଅପଡେଟ କରିବା ସମୟରେ ସାଇବର ଠକ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ପ୍ରଥମେ ୩ ଲକ୍ଷ, ଦ୍ବିତୀୟରେ ୩ ଲକ୍ଷ ୨୦ ହଜାର, ତୃତୀୟରେ ୨ ଲକ୍ଷ ୬୦ ହଜାର ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଏକାଉଣ୍ଟରୁ ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରିନସିପାଲ ବ୍ୟାଙ୍କରେ ଅଭିଯୋଗ କରିଵା ସହ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

02 Jun 2022 By The Sakala

ସାଇବର ଠକଙ୍କ ଉତ୍ପାତ: ଆପ୍ଲିକେସନ ଅପଡେଟ ନାଁ ରେ ଲୁଟିନେଲେ ୮ ଲକ୍ଷ

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ସନ୍ଧ୍ୟାରେ ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ ପ୍ରିନସିପାଲଙ୍କୁ କହିଥିଲେ ସାଇବର ଠକ । ପ୍ରିନସିପାଲଙ୍କ ଠାରୁ ଇମେଲ ଆଇ ଡି, ପାସୱାର୍ଡ, ଓଟିପି ନେଇ ଆପ୍ଲିକେସନ ଅପଡେଟ କରିବା ସମୟରେ ସାଇବର ଠକ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ପ୍ରଥମେ ୩ ଲକ୍ଷ, ଦ୍ବିତୀୟରେ ୩ ଲକ୍ଷ ୨୦ ହଜାର, ତୃତୀୟରେ ୨ ଲକ୍ଷ ୬୦ ହଜାର ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଏକାଉଣ୍ଟରୁ ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରିନସିପାଲ ବ୍ୟାଙ୍କରେ ଅଭିଯୋଗ କରିଵା ସହ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

https://www.thesakala.in/latest-odisha-news/cyber-fraud-in-rourkela/article-12121
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର