ସ୍ତ୍ରୀକୁ ହେମଦସ୍ତାରେ ଛେଚି ମାରିବା ପରେ ସ୍ବାମୀର ଆତ୍ମହତ୍ଯା ଉଦ୍ଯମ

The Sakala Picture
Published On

କଟକ: କଟକ ଜିଲ୍ଲା ଗୋବିନ୍ଦୁପର ଥାନା ଶଙ୍ଖୁଆ ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀକୁ ହେମଦସ୍ତାରେ ଛେଚି  ସ୍ୱାମୀ ହତ୍ଯାକରିଛି।  ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ତାରେ ସ୍ୱାମୀକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଦୁଇ ପୁଅ ସହ ରୁହନ୍ତି ବିଶ୍ୱନାଥ ବେହେରା […]

କଟକ: କଟକ ଜିଲ୍ଲା ଗୋବିନ୍ଦୁପର ଥାନା ଶଙ୍ଖୁଆ ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀକୁ ହେମଦସ୍ତାରେ ଛେଚି  ସ୍ୱାମୀ ହତ୍ଯାକରିଛି।  ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ତାରେ ସ୍ୱାମୀକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବଡ଼ମ୍ବାରେ ନକଲି ଡାକ୍ତରଙ୍କ କଳା କାରନାମା: ୧୨ ବର୍ଷ ଧରି ଚାଲିଥିଲା ବେଆଇନ ଗର୍ଭପାତ କ୍ଲିନିକ୍

ସୂଚନା ଅନୁଯାୟୀ, ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଦୁଇ ପୁଅ ସହ ରୁହନ୍ତି ବିଶ୍ୱନାଥ ବେହେରା ଓ ତାଙ୍କ ପତ୍ନୀ କଳ୍ପନା ବେହେରା। ହେଲେ ଆଜି କୌଣସି କାରଣ ବଶତଃ ବିଶ୍ୱନାଥ ରାଗି ଯାଇ କଳ୍ପନାଙ୍କୁ ହେମଦସ୍ତାରେ ଛେଛି ହତ୍ୟା କରିଛି। ଏହା ପରେ ବିଶ୍ୱନାଥ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହା ପରେ ତାକୁ ପ୍ରଥମେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, କଳ୍ପନା ୧୦ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅର ବିଶ୍ୱନାଥ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ସୂଚନା ମିଳିଛି। ତେବେ ଉଭୟଙ୍କ ପଟରୁ ୯ ଓ ୬ ବର୍ଷର ଦୁଇଟି ପୁତ୍ର ସନ୍ତାନ ରହିଛି।

12 Dec 2021 By The Sakala

ସ୍ତ୍ରୀକୁ ହେମଦସ୍ତାରେ ଛେଚି ମାରିବା ପରେ ସ୍ବାମୀର ଆତ୍ମହତ୍ଯା ଉଦ୍ଯମ

କଟକ: କଟକ ଜିଲ୍ଲା ଗୋବିନ୍ଦୁପର ଥାନା ଶଙ୍ଖୁଆ ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀକୁ ହେମଦସ୍ତାରେ ଛେଚି  ସ୍ୱାମୀ ହତ୍ଯାକରିଛି।  ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ତାରେ ସ୍ୱାମୀକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଦୁଇ ପୁଅ ସହ ରୁହନ୍ତି ବିଶ୍ୱନାଥ ବେହେରା ଓ ତାଙ୍କ ପତ୍ନୀ କଳ୍ପନା ବେହେରା। ହେଲେ ଆଜି କୌଣସି କାରଣ ବଶତଃ ବିଶ୍ୱନାଥ ରାଗି ଯାଇ କଳ୍ପନାଙ୍କୁ ହେମଦସ୍ତାରେ ଛେଛି ହତ୍ୟା କରିଛି। ଏହା ପରେ ବିଶ୍ୱନାଥ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହା ପରେ ତାକୁ ପ୍ରଥମେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, କଳ୍ପନା ୧୦ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅର ବିଶ୍ୱନାଥ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ସୂଚନା ମିଳିଛି। ତେବେ ଉଭୟଙ୍କ ପଟରୁ ୯ ଓ ୬ ବର୍ଷର ଦୁଇଟି ପୁତ୍ର ସନ୍ତାନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର