ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ମୃତ

The Sakala Picture
Published On

ଆଠଗଡ: ଆଠଗଡ ବଡମ୍ବା ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ଗୁଳିମାଡ ହୋଇଥିବା ଜଣାପଡ଼ିଛି। ସରକାରୀ ଜମିକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଦୁଇ ଜଣ ହେଲେ ଭଗତପୁର ଗାଁର ଅଶ୍ବିନୀ ପାଳ ଓ ପବିତ୍ର ଆରୁଖ । ସୂଚନାଯୋଗ୍ୟ ଯେ, ସରକାରୀ ଜମି ବିବାଦକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋଷ୍ଠୀ ସଂଘର୍ଷ […]

ଆଠଗଡ: ଆଠଗଡ ବଡମ୍ବା ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ଗୁଳିମାଡ ହୋଇଥିବା ଜଣାପଡ଼ିଛି। ସରକାରୀ ଜମିକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଦୁଇ ଜଣ ହେଲେ ଭଗତପୁର ଗାଁର ଅଶ୍ବିନୀ ପାଳ ଓ ପବିତ୍ର ଆରୁଖ ।

ସୂଚନାଯୋଗ୍ୟ ଯେ, ସରକାରୀ ଜମି ବିବାଦକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋଷ୍ଠୀ ସଂଘର୍ଷ ବେଳେ ଗୁଳିମାଡରେ ଅଶ୍ବିନୀ ପାଳ ଓ ପବିତ୍ର ଆରୁଖଙ୍କ ମୃତ୍ଯୁ ଘଟିଛି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବର ପାଇ ବଡମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଲୋକ କଟକ-ନରସିଂହପୁର ରାସ୍ତାର ଅଭିମାନପୁର ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

06 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର