ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ

The Sakala Picture
Published On

ବଡମ୍ବା/କଟକ: କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ବାଉରୀ ବନ୍ଧୁ ପରିଡାଙ୍କୁ ଧରିଲା ଭିଜିଲାନ୍ସର ଟିମ। ବିଲ ପାସ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଯନ୍ତ୍ରୀ ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯନ୍ତ୍ରୀ। ଅନ୍ୟ ୩ଟି ଜାଗାରେ ହେବ ଏକା ସହ ରେଡ।

ବଡମ୍ବା/କଟକ: କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ବାଉରୀ ବନ୍ଧୁ ପରିଡାଙ୍କୁ ଧରିଲା ଭିଜିଲାନ୍ସର ଟିମ। ବିଲ ପାସ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଯନ୍ତ୍ରୀ ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା।
ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯନ୍ତ୍ରୀ। ଅନ୍ୟ ୩ଟି ଜାଗାରେ ହେବ ଏକା ସହ ରେଡ।

27 Apr 2023 By The Sakala

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ

ବଡମ୍ବା/କଟକ: କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ବାଉରୀ ବନ୍ଧୁ ପରିଡାଙ୍କୁ ଧରିଲା ଭିଜିଲାନ୍ସର ଟିମ। ବିଲ ପାସ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଯନ୍ତ୍ରୀ ପ୍ରତିଟି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା।
ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯନ୍ତ୍ରୀ। ଅନ୍ୟ ୩ଟି ଜାଗାରେ ହେବ ଏକା ସହ ରେଡ।

https://www.thesakala.in/latest-odisha-news/cuttack/cuttack-bodamba-block-executive-officer-caught-by-vigilance-while-taking-bribe/article-21133
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର