କଟକ ଏସସିବିରେ ଶିଶୁ ଚୋରି ଘଟଣାର ନୂଆମୋଡ: ଚୋରି ନୁହେଁ ହୋଇଥିଲା ଅଦଳବଦଳ

The Sakala Picture
Published On

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି। ଶିଶୁ ଚୋରି ନୁହେଁ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ପୁତ୍ର ଜନ୍ମ କରିଥିବା ଜଣେ ପ୍ରସୂତୀଙ୍କୁ ଆଜି ଡାକ୍ତରଖାନାରୁ ଡିସର୍ଚାଜ କରାଯାଇଥିଲା। ଏହି ସମୟରେ ନଜବାତ ପୁତ୍ର ବଦଳରେ ଜଣେ ଶିଶୁ କନ୍ୟାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏ ସମ୍ପର୍କରେ ଖୋଳତାଡ଼ ହେବାରୁ ପ୍ରସୂତୀ ଜଣକ ଶିଶୁକନ୍ୟାକୁ ନେଇ ଏସସିବି ଆସୁଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଶିଶୁ ଚୋରି ନେଅ ଅଭିଯୋଗ ହୋଇଥିଲା […]

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି। ଶିଶୁ ଚୋରି ନୁହେଁ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ପୁତ୍ର ଜନ୍ମ କରିଥିବା ଜଣେ ପ୍ରସୂତୀଙ୍କୁ ଆଜି ଡାକ୍ତରଖାନାରୁ ଡିସର୍ଚାଜ କରାଯାଇଥିଲା। ଏହି ସମୟରେ ନଜବାତ ପୁତ୍ର ବଦଳରେ ଜଣେ ଶିଶୁ କନ୍ୟାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏ ସମ୍ପର୍କରେ ଖୋଳତାଡ଼ ହେବାରୁ ପ୍ରସୂତୀ ଜଣକ ଶିଶୁକନ୍ୟାକୁ ନେଇ ଏସସିବି ଆସୁଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଶିଶୁ ଚୋରି ନେଅ ଅଭିଯୋଗ ହୋଇଥିଲା । ପୁରୀ ଗଡ଼ସାହି ଚନ୍ଦନପୁର ତିଳତ୍ତମା ବିଶ୍ବାଳ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ । ପରେ ଗୋଟିଏ ଶିଶୁକୁ ଜଣ୍ଡିସ ହୋଇଥିବାରୁ ଏସଏନ୍‌ସିୟୁରେ ଚିକିତ୍ସା ଚାଲିଥିଲା । ଆଜି ଅପରାହ୍ନ ୩ଟା ୧୫ରେ ଡିସଚାର୍ଜ ହେବାର ଥିଲା । ହେଲେ ସେଠାରୁ କିଏ ପିଲାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ବଡ଼ମ୍ବାରେ ନକଲି ଡାକ୍ତରଙ୍କ କଳା କାରନାମା: ୧୨ ବର୍ଷ ଧରି ଚାଲିଥିଲା ବେଆଇନ ଗର୍ଭପାତ କ୍ଲିନିକ୍

26 Sep 2022 By The Sakala

କଟକ ଏସସିବିରେ ଶିଶୁ ଚୋରି ଘଟଣାର ନୂଆମୋଡ: ଚୋରି ନୁହେଁ ହୋଇଥିଲା ଅଦଳବଦଳ

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି। ଶିଶୁ ଚୋରି ନୁହେଁ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ପୁତ୍ର ଜନ୍ମ କରିଥିବା ଜଣେ ପ୍ରସୂତୀଙ୍କୁ ଆଜି ଡାକ୍ତରଖାନାରୁ ଡିସର୍ଚାଜ କରାଯାଇଥିଲା। ଏହି ସମୟରେ ନଜବାତ ପୁତ୍ର ବଦଳରେ ଜଣେ ଶିଶୁ କନ୍ୟାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏ ସମ୍ପର୍କରେ ଖୋଳତାଡ଼ ହେବାରୁ ପ୍ରସୂତୀ ଜଣକ ଶିଶୁକନ୍ୟାକୁ ନେଇ ଏସସିବି ଆସୁଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଶିଶୁ ଚୋରି ନେଅ ଅଭିଯୋଗ ହୋଇଥିଲା । ପୁରୀ ଗଡ଼ସାହି ଚନ୍ଦନପୁର ତିଳତ୍ତମା ବିଶ୍ବାଳ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ । ପରେ ଗୋଟିଏ ଶିଶୁକୁ ଜଣ୍ଡିସ ହୋଇଥିବାରୁ ଏସଏନ୍‌ସିୟୁରେ ଚିକିତ୍ସା ଚାଲିଥିଲା । ଆଜି ଅପରାହ୍ନ ୩ଟା ୧୫ରେ ଡିସଚାର୍ଜ ହେବାର ଥିଲା । ହେଲେ ସେଠାରୁ କିଏ ପିଲାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର