ଚୌଦ୍ୱାର ଜେଲରେ ଗୋପାଳ, ତାକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ କଏଦୀଙ୍କ ଭିଡ଼

The Sakala Picture
Published On

କଟକ: ଚୈଦ୍ୱାର ଜେଲରେ ଗୋପାଳ କାଟିଲା ଦୁଇ ଦିନ । ଆଜି ସକାଳ ୬:୩୦ରେ ଉଠିଥିଲା ଗୋପାଳ । ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲରୁ ବାହାରକୁ ବାହାରିଥିଲା ଗୋପାଳ । ଜେଲ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଚୁଡା ସନ୍ତୁଳା । ସକାଳ ଜାଳିଖିଆ ଖାଇ ଜେଲ କତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା ଗୋପାଳ । ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । […]

କଟକ: ଚୈଦ୍ୱାର ଜେଲରେ ଗୋପାଳ କାଟିଲା ଦୁଇ ଦିନ । ଆଜି ସକାଳ ୬:୩୦ରେ ଉଠିଥିଲା ଗୋପାଳ । ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲରୁ ବାହାରକୁ ବାହାରିଥିଲା ଗୋପାଳ । ଜେଲ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଚୁଡା ସନ୍ତୁଳା । ସକାଳ ଜାଳିଖିଆ ଖାଇ ଜେଲ କତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା ଗୋପାଳ । ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଥିବାବେଳେ ତାହା ପାଖକୁ କାହାକୁ ଛଡାଯାଇ ନଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

16 Feb 2023 By The Sakala

ଚୌଦ୍ୱାର ଜେଲରେ ଗୋପାଳ, ତାକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ କଏଦୀଙ୍କ ଭିଡ଼

କଟକ: ଚୈଦ୍ୱାର ଜେଲରେ ଗୋପାଳ କାଟିଲା ଦୁଇ ଦିନ । ଆଜି ସକାଳ ୬:୩୦ରେ ଉଠିଥିଲା ଗୋପାଳ । ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲରୁ ବାହାରକୁ ବାହାରିଥିଲା ଗୋପାଳ । ଜେଲ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଚୁଡା ସନ୍ତୁଳା । ସକାଳ ଜାଳିଖିଆ ଖାଇ ଜେଲ କତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା ଗୋପାଳ । ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଥିବାବେଳେ ତାହା ପାଖକୁ କାହାକୁ ଛଡାଯାଇ ନଥିଲା ।

https://www.thesakala.in/latest-odisha-news/cuttack/gopal-in-choudwar-jail-a-crowd-of-other-inmates-come-to-see-him-and-talk-to-him/article-18985
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର