କଟକରୁ ପୁଣି ଜବତ ହେଲା ନକଲି ଔଷଧ

The Sakala Picture
Published On

କଟକ: ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ। ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୁଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ତେବେ […]

କଟକ: ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ। ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୁଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ତେବେ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଏବଂ କଟକରୁ ନକଲି ଔଷଧ ଜବତ ହୋଇଛି। ଟେଲମା-୪୦ ଓ ଟାଲମା ଏମର ଅସଲି ଖୋଳରେ ନକଲି ଔଷଧ ବିକ୍ରି ରାକେଟର ପର୍ଦ୍ଦାଫାସ କରିଥିଲା ପୁଲିସ । କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି। ତେବେ ଏହାର ଚେର ଆହୁରି ଲମ୍ବିଥିବ ବୋଲି ପୋଲିସ ସନ୍ଦେହ କରୁଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

19 Sep 2022 By The Sakala

କଟକରୁ ପୁଣି ଜବତ ହେଲା ନକଲି ଔଷଧ

କଟକ: ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ। ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୁଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ତେବେ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଏବଂ କଟକରୁ ନକଲି ଔଷଧ ଜବତ ହୋଇଛି। ଟେଲମା-୪୦ ଓ ଟାଲମା ଏମର ଅସଲି ଖୋଳରେ ନକଲି ଔଷଧ ବିକ୍ରି ରାକେଟର ପର୍ଦ୍ଦାଫାସ କରିଥିଲା ପୁଲିସ । କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି। ତେବେ ଏହାର ଚେର ଆହୁରି ଲମ୍ବିଥିବ ବୋଲି ପୋଲିସ ସନ୍ଦେହ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର