ଚଳନ୍ତା ଗାଡିରୁ ଖସିଲା ନାଗ, ରବି ଟକିଜ୍ ଛକରେ ଚାଞ୍ଚଲ୍ୟ

The Sakala Picture
Published On

ଭୁବନେଶ୍ୱର: ରବି ଟକିଜ୍ ଛକରେ ଚାଞ୍ଚଲ୍ୟ । ଚଳନ୍ତା ଗାଡିରୁ ଖସିଲା ନାଗ । ରବି ଟକିଜ୍ ଛକରେ ପ୍ରବଳ ଟ୍ରାଫିକ ଭିଡ ଥିବାବେଳେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ ଗାଡିରୁ ନାଗ ସାପ ଖସି ରାସ୍ତାରେ ପଡ଼ିଥିଲା । ସାପଟି ରାସ୍ତା ପାର ହୋଇ ନିକଟସ୍ଥ ଏକ ଦୋକାନ ଆଡ଼କୁ ମୁହାଁଇ ଫୁଟପାଥ ଆଡ଼କୁ ଆସିଯାଇଥିଲା । ପରେ ସାନିଟାରୀ ଦୋକାନର ଜଣେ କର୍ମଚାରୀ ସାହାସ କରି ଏକ ଖାଲି ପେଟି ଆଣି […]

ଭୁବନେଶ୍ୱର: ରବି ଟକିଜ୍ ଛକରେ ଚାଞ୍ଚଲ୍ୟ । ଚଳନ୍ତା ଗାଡିରୁ ଖସିଲା ନାଗ । ରବି ଟକିଜ୍ ଛକରେ ପ୍ରବଳ ଟ୍ରାଫିକ ଭିଡ ଥିବାବେଳେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ ଗାଡିରୁ ନାଗ ସାପ ଖସି ରାସ୍ତାରେ ପଡ଼ିଥିଲା । ସାପଟି ରାସ୍ତା ପାର ହୋଇ ନିକଟସ୍ଥ ଏକ ଦୋକାନ ଆଡ଼କୁ ମୁହାଁଇ ଫୁଟପାଥ ଆଡ଼କୁ ଆସିଯାଇଥିଲା । ପରେ ସାନିଟାରୀ ଦୋକାନର ଜଣେ କର୍ମଚାରୀ ସାହାସ କରି ଏକ ଖାଲି ପେଟି ଆଣି କୌଶଳ କରି ସାପଟିକୁ ତା’ ଭିତରେ ଭର୍ତ୍ତି କରି ଦେଇଥିଲେ । ଟ୍ରାଫିକ ପୋଲିସଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସେହି ସାପଟିକୁ ବ୍ୟାଗରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ସେଇ ନାଗ ସାପଟିର ଲମ୍ବ ୩ ଫୁଟ ଥିଲା ବୋଲି ଜଣାପଡିଛି । ତେବେ ସାପଟି କେଉଁଠୁ ଆସିଥିଲା, କାର ଚାଳକଙ୍କ ଜାଣତରେ ବା ଅଜାଣତରେ ଘଟଣା ଘଟିଗଲା ତାହା ଜଣା ପଡିନାହିଁ ।

ଆହୁରି ପଢ଼ନ୍ତୁ: ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

19 Sep 2024 By The Sakala

ଚଳନ୍ତା ଗାଡିରୁ ଖସିଲା ନାଗ, ରବି ଟକିଜ୍ ଛକରେ ଚାଞ୍ଚଲ୍ୟ

ଭୁବନେଶ୍ୱର: ରବି ଟକିଜ୍ ଛକରେ ଚାଞ୍ଚଲ୍ୟ । ଚଳନ୍ତା ଗାଡିରୁ ଖସିଲା ନାଗ । ରବି ଟକିଜ୍ ଛକରେ ପ୍ରବଳ ଟ୍ରାଫିକ ଭିଡ ଥିବାବେଳେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ ଗାଡିରୁ ନାଗ ସାପ ଖସି ରାସ୍ତାରେ ପଡ଼ିଥିଲା । ସାପଟି ରାସ୍ତା ପାର ହୋଇ ନିକଟସ୍ଥ ଏକ ଦୋକାନ ଆଡ଼କୁ ମୁହାଁଇ ଫୁଟପାଥ ଆଡ଼କୁ ଆସିଯାଇଥିଲା । ପରେ ସାନିଟାରୀ ଦୋକାନର ଜଣେ କର୍ମଚାରୀ ସାହାସ କରି ଏକ ଖାଲି ପେଟି ଆଣି କୌଶଳ କରି ସାପଟିକୁ ତା’ ଭିତରେ ଭର୍ତ୍ତି କରି ଦେଇଥିଲେ । ଟ୍ରାଫିକ ପୋଲିସଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସେହି ସାପଟିକୁ ବ୍ୟାଗରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ସେଇ ନାଗ ସାପଟିର ଲମ୍ବ ୩ ଫୁଟ ଥିଲା ବୋଲି ଜଣାପଡିଛି । ତେବେ ସାପଟି କେଉଁଠୁ ଆସିଥିଲା, କାର ଚାଳକଙ୍କ ଜାଣତରେ ବା ଅଜାଣତରେ ଘଟଣା ଘଟିଗଲା ତାହା ଜଣା ପଡିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର