ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ, ରାଜଧାନୀ କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ଭୁବନେଶ୍ବର: ପୁଣି ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ। ରାଜଧାନୀ କଲେଜରେ ତୁମୁଳକାଣ୍ଡ। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ୨ ଛାତ୍ର ଆହତ। ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଓ ଅଣଛାତ୍ର କ୍ୟାମ୍ପସରେ ମାଡ଼ ମାରିଥିବା ଅଭିଯୋଗ । ମାଡ଼ ମାରି ଲହୁଲୁହାଣ କରିଦେଲେ । ଏକ ନିର୍ଦ୍ଧିଷ୍ଟ ଦଳ ସମର୍ଥିତ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ କରିଥିବା ଅଭିଯୋଗ।

10 Sep 2025
By The Sakala

⊕ https://www.thesakala.in/latest-odisha-news/clashes-between-two-groups-of-students-at-rajdhani-college/article-42310