କଣାସରେ ହଇଜା ଘଟଣା, OHRC ଙ୍କ ନିକଟରେ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାରଲୋକେ

The Sakala Picture
Published On

ଭୁବନେଶ୍ବର: କଣାସରେ ହଇଜା ମୃତ୍ୟୁକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାରଲୋକେ। ୩ ଜଣଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ମୃତଙ୍କ ପରିବାରଙ୍କୁ ଏବେ କୌଣସି ସରକାରୀ ସହାୟତା ମିଳିନାହିଁ। ନ୍ୟାୟ ସହିତ କ୍ଷତି ପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦେବା ନେଇ କମିଶନଙ୍କ ନିକଟରେ ଦାବି କରିଛନ୍ତି। ଭୁବନେଶ୍ୱର ଓ ପୁରୀରୁ ୫୦ ରୁ ୪୦ କିଲୋମିଟର ଦୂରତା ହୋଇଥିଲେ ବି ପ୍ରଶାସନର ପାଦ ବିଳମ୍ବରେ ପଡିଛି। ଏବେ ଆହୁରି […]

ଭୁବନେଶ୍ବର: କଣାସରେ ହଇଜା ମୃତ୍ୟୁକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାରଲୋକେ। ୩ ଜଣଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ମୃତଙ୍କ ପରିବାରଙ୍କୁ ଏବେ କୌଣସି ସରକାରୀ ସହାୟତା ମିଳିନାହିଁ। ନ୍ୟାୟ ସହିତ କ୍ଷତି ପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦେବା ନେଇ କମିଶନଙ୍କ ନିକଟରେ ଦାବି କରିଛନ୍ତି। ଭୁବନେଶ୍ୱର ଓ ପୁରୀରୁ ୫୦ ରୁ ୪୦ କିଲୋମିଟର ଦୂରତା ହୋଇଥିଲେ ବି ପ୍ରଶାସନର ପାଦ ବିଳମ୍ବରେ ପଡିଛି। ଏବେ ଆହୁରି ୫ ଜଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସେପେଟ ବିଜେଡି ନେତା ରମାରଞ୍ଜନ ବଳିୟାର ସିଂହ ଗତ ୨୪ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାର ଶୁଶାଣି ଆସନ୍ତା ୨୪ ତାରିଖରେ ଅଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜଳସମ୍ପଦ ସଚିବ ପ୍ରଦୂଷଣ ବିଭାଗ, ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର