ସ୍କୁଟିକୁ ଧକ୍କା ଦେଲା କାର୍, ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ

Madhusudan Das Picture
Published On

କଳାହାଣ୍ଡି: ସ୍କୁଟିକୁ ଧକ୍କା ଦେଲା କାର । ସ୍କୁଟିରେ ଥିବା ଦୁଇ ସଂପର୍କୀୟ ଭାଇଙ୍କର ମୃତ୍ୟୁ ହୋଇଛି । ବିଜୁ ଏକ୍ସପ୍ରେସ୍ ୱେ କେବିଡି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ମୃତ୍ୟୁ ହୋଇଛି । ମୃତକଦ୍ୱୟ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟଗାଁର ଲିଙ୍ଗରାଜ ଦୁର୍ଗା ଏବଂ ଲଳିତ ତାଣ୍ଡି । ଲିଙ୍ଗରାଜ ଏବଂ  ଲଳିତ ତାଣ୍ଡି ତାଙ୍କ ଗାଁ ଥନଟରୁ ଧର୍ମଗଡକୁ ବିଜୁ ବିଜୁ ଏକ୍ସପ୍ରେସ ୱେ ଦେଇ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ସଫାରୀ କାର୍ ତାଙ୍କୁ କେବିଡି ଗାଁ ଛକରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଯାଇଥିବା ବେଳେ ଧର୍ମଗଡ ପୋଲିସ ପହଂଚି ସଫାରୀ ଗାଡି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

15 Dec 2025 By Madhusudan Das

ସ୍କୁଟିକୁ ଧକ୍କା ଦେଲା କାର୍, ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ

କଳାହାଣ୍ଡି: ସ୍କୁଟିକୁ ଧକ୍କା ଦେଲା କାର । ସ୍କୁଟିରେ ଥିବା ଦୁଇ ସଂପର୍କୀୟ ଭାଇଙ୍କର ମୃତ୍ୟୁ ହୋଇଛି । ବିଜୁ ଏକ୍ସପ୍ରେସ୍ ୱେ କେବିଡି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ମୃତ୍ୟୁ ହୋଇଛି । ମୃତକଦ୍ୱୟ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟଗାଁର ଲିଙ୍ଗରାଜ ଦୁର୍ଗା ଏବଂ ଲଳିତ ତାଣ୍ଡି । ଲିଙ୍ଗରାଜ ଏବଂ  ଲଳିତ ତାଣ୍ଡି ତାଙ୍କ ଗାଁ ଥନଟରୁ ଧର୍ମଗଡକୁ ବିଜୁ ବିଜୁ ଏକ୍ସପ୍ରେସ ୱେ ଦେଇ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ସଫାରୀ କାର୍ ତାଙ୍କୁ କେବିଡି ଗାଁ ଛକରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଯାଇଥିବା ବେଳେ ଧର୍ମଗଡ ପୋଲିସ ପହଂଚି ସଫାରୀ ଗାଡି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରିଛି ।

https://www.thesakala.in/latest-odisha-news/car-hits-scooter-in-kalahandi-2-died/article-43593
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର