ଭୁବନେଶ୍ୱରରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ
ଭୁବନେଶ୍ଵର: ନିଶା କାରବାରର ଚରାଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ଵର। ପୋଲିସ ଆଖିରେ ଧୂଳି ଦେଇ ବେପାରୀମାନେ ବ୍ରାଉନସୁଗାର କାରବାର କରୁଛନ୍ତି। ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ପ୍ରାୟ ୨୫୦ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !
17 Aug 2021
By The Sakala
ଭୁବନେଶ୍ୱରରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ
ଭୁବନେଶ୍ଵର: ନିଶା କାରବାରର ଚରାଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ଵର। ପୋଲିସ ଆଖିରେ ଧୂଳି ଦେଇ ବେପାରୀମାନେ ବ୍ରାଉନସୁଗାର କାରବାର କରୁଛନ୍ତି। ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ପ୍ରାୟ ୨୫୦ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ।
⊕ https://www.thesakala.in/latest-odisha-news/brownsugar-worth-25-lakhs-seized-from-bhubaneswar-2-arrested/article-4663