ପୁଲିସ ଜାଲରେ ଦୁଇ ଅନ୍ତଃରାଜ୍ୟ ଏଟିଏମ ଲୁଟେରା

The Sakala Picture
Published On

ବ୍ରହ୍ମପୁର: ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ ୯୨ ହଜାର ଟଙ୍କା ଓ ୧୨ଟି ଏଟିଏମ କାର୍ଡ ଜବତ ହୋଇଥିବା ଜଣାପଡିଛି । ଏଟିଏମ ଲୁଟର ମାଷ୍ଟରମାଇଣ୍ଡର ହେଉଛି ହରିହର ରେଡି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ […]

ବ୍ରହ୍ମପୁର: ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ ୯୨ ହଜାର ଟଙ୍କା ଓ ୧୨ଟି ଏଟିଏମ କାର୍ଡ ଜବତ ହୋଇଥିବା ଜଣାପଡିଛି । ଏଟିଏମ ଲୁଟର ମାଷ୍ଟରମାଇଣ୍ଡର ହେଉଛି ହରିହର ରେଡି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ରାତାରାତି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଜଣାପଡିଛି । ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଥିବାବେଳେ ବେଲଗୁଣ୍ଠାରେ ମଧ୍ୟ ଗୋଟିଏ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

15 Jun 2023 By The Sakala

ପୁଲିସ ଜାଲରେ ଦୁଇ ଅନ୍ତଃରାଜ୍ୟ ଏଟିଏମ ଲୁଟେରା

ବ୍ରହ୍ମପୁର: ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ ୯୨ ହଜାର ଟଙ୍କା ଓ ୧୨ଟି ଏଟିଏମ କାର୍ଡ ଜବତ ହୋଇଥିବା ଜଣାପଡିଛି । ଏଟିଏମ ଲୁଟର ମାଷ୍ଟରମାଇଣ୍ଡର ହେଉଛି ହରିହର ରେଡି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ରାତାରାତି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଜଣାପଡିଛି । ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ ଲୁଟ ଘଟଣାରେ ସମ୍ପୃକ୍ତ ଥିବାବେଳେ ବେଲଗୁଣ୍ଠାରେ ମଧ୍ୟ ଗୋଟିଏ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

https://www.thesakala.in/latest-odisha-news/brahmapur-news/two-interstate-atm-robbers-arrested-by-berhampur-police/article-22606
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର