ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାଣି ଭିତରୁ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଲିଙ୍ଗରାଜ ଥାନା ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ସାଲୱାର ପିନ୍ଧିଛନ୍ତି । କିନ୍ତୁ ତାଙ୍କ ପରିଚୟ ବର୍ତ୍ତମାନସୁଦ୍ଧା ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୁଲିସ […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାଣି ଭିତରୁ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଲିଙ୍ଗରାଜ ଥାନା ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ସାଲୱାର ପିନ୍ଧିଛନ୍ତି । କିନ୍ତୁ ତାଙ୍କ ପରିଚୟ ବର୍ତ୍ତମାନସୁଦ୍ଧା ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

15 Mar 2024 By The Sakala

ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାଣି ଭିତରୁ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଲିଙ୍ଗରାଜ ଥାନା ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ସାଲୱାର ପିନ୍ଧିଛନ୍ତି । କିନ୍ତୁ ତାଙ୍କ ପରିଚୟ ବର୍ତ୍ତମାନସୁଦ୍ଧା ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର