ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ, ବିଜେଡି ଉପସଭାପତି ପଦରୁ ବହିଷ୍କୃତ ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ବିଜେଡି ଉପସଭାପତି ପଦରୁ ବିଦା ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛିଦିନ ହେଲା ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସେ ସମ୍ପାଦକୀୟ ଆଳରେ ମିଛି ତଥ୍ୟ ଦେଇ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ଏହା ବିରୋଧରେ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଦଳର ସୁପ୍ରିମୋ ।  

ଆହୁରି ପଢ଼ନ୍ତୁ: କୋରାପୁଟରେ ବଡ଼ ଧରଣର ଡ୍ରଗ୍ସ କାରବାର ପର୍ଦ୍ଦାଫାସ: ୨୦୦ କୋଟିର ହାସିସ୍ ତେଲ ଓ ୨୦୦୦ କେଜି ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ: ଡେଲାଙ୍ଗରେ ଜଣ୍ଡିସ ଆତଙ୍କ: ୧୭ରୁ ଅଧିକ ପିଲା ଆକ୍ରାନ୍ତ, ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ

ଆହୁରି ପଢ଼ନ୍ତୁ: ବହୁଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp