ରାଜ୍ୟର ଆଉ ୧୨ ସାଂଗଠନିକ ଜିଲ୍ଲାରେ ବିଜେଡିର ନୂଆ କମିଟି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ଆଉ ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠନ କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୧୨ ଜିଲ୍ଲା ବରଗଡ଼, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, କଟକ, ମୟୁରଭଞ୍ଜ-୧, ମୟୁରଭଞ୍ଜ-୨ ଓ ଯାଜପୁର ପାଇଁ ନୂଆ କମିଟି ଗଠନ କରାଯାଇଛି। ପୂର୍ବରୁ ଗତ ଡିସେମ୍ୱର ୨୭ ତାରିଖରେ କଳାହାଣ୍ଡି, ଝାରସୁଗୁଡା, ସୁନ୍ଦରଗଡ଼, ମାଲକାନଗିରି, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ଗଜପତି, ଦେବଗଡ଼, କନ୍ଧମାଳ ଓ ସୁବର୍ଣ୍ଣପୁର ଆଦି ୧୧ଟି ଜିଲ୍ଲା କମିଟି ଗଠନ କରାଯାଇସାରିଛି। ମୋଟ ୨୩ ଜିଲ୍ଲା ପାଇଁ କମିଟି ଘୋଷଣା କଲାଣି ବିଜେଡି ।

ଆହୁରି ପଢ଼ନ୍ତୁ: ପାର୍କିଂ ହୋଇଥିବା ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

06 Feb 2026 By Madhusudan Das

ରାଜ୍ୟର ଆଉ ୧୨ ସାଂଗଠନିକ ଜିଲ୍ଲାରେ ବିଜେଡିର ନୂଆ କମିଟି

ଭୁବନେଶ୍ୱର: ରାଜ୍ୟର ଆଉ ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠନ କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୧୨ ଜିଲ୍ଲା ବରଗଡ଼, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, କଟକ, ମୟୁରଭଞ୍ଜ-୧, ମୟୁରଭଞ୍ଜ-୨ ଓ ଯାଜପୁର ପାଇଁ ନୂଆ କମିଟି ଗଠନ କରାଯାଇଛି। ପୂର୍ବରୁ ଗତ ଡିସେମ୍ୱର ୨୭ ତାରିଖରେ କଳାହାଣ୍ଡି, ଝାରସୁଗୁଡା, ସୁନ୍ଦରଗଡ଼, ମାଲକାନଗିରି, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ଗଜପତି, ଦେବଗଡ଼, କନ୍ଧମାଳ ଓ ସୁବର୍ଣ୍ଣପୁର ଆଦି ୧୧ଟି ଜିଲ୍ଲା କମିଟି ଗଠନ କରାଯାଇସାରିଛି। ମୋଟ ୨୩ ଜିଲ୍ଲା ପାଇଁ କମିଟି ଘୋଷଣା କଲାଣି ବିଜେଡି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର