ଲକଡାଉନ୍ ଅବଧି ନେଇ ଆସିପାରେ ବଡ ସୂଚନା , କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

The Sakala Picture
Published On

ଭୁବନେଶ୍ୱର: ଲକଡାଉନ୍ ଅବଧି ନେଇ ଆସିପାରେ ବଡ ସୂଚନା , କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍। ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦୈନିକ ୧୦ ହଜାର ଉପରେ ରହିଛି । ଲକଡାଉନ୍ ଆସନ୍ତା ୧୯ ତାରିଖରେ ସରୁଛି । ହେଲେ ସଂକ୍ରମଣ ମାମଲା କମୁ ନଥିବାରୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ଦେଉଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ରାଜ୍ୟ ସରକାର ଲକଡାଉନ୍ ବଢ଼ାଇ ପାରନ୍ତି । […]

ଭୁବନେଶ୍ୱର: ଲକଡାଉନ୍ ଅବଧି ନେଇ ଆସିପାରେ ବଡ ସୂଚନା , କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍। ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦୈନିକ ୧୦ ହଜାର ଉପରେ ରହିଛି । ଲକଡାଉନ୍ ଆସନ୍ତା ୧୯ ତାରିଖରେ ସରୁଛି । ହେଲେ ସଂକ୍ରମଣ ମାମଲା କମୁ ନଥିବାରୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ଦେଉଛନ୍ତି ବିଶେଷଜ୍ଞ ।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ରାଜ୍ୟ ସରକାର ଲକଡାଉନ୍ ବଢ଼ାଇ ପାରନ୍ତି । ଏନେଇ ଆଜି ପ୍ରେସମିଟ୍ରେ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦିନ ଗୋଟାଏ ୪୫ ମିନିଟ୍ ସମୟରେ ପ୍ରେସମିଟ୍ କରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

ସୂଚନାମୁତାବକ ସରକାର ମେ ୩୧ ଯାଏ ଲକଡାଉନ୍ ଅବଧି ବୃଦ୍ଧି କରିପାରନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୧ ଲକ୍ଷ ୪ ହଜାର ୫୩୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଆହୁରି ପଢ଼ନ୍ତୁ: ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ?: ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp