ଆସନ୍ତା ଜୁନ୍ ୨୮ ରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡ଼ି

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି । କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା । ବର୍ତମାନ ସମୟରେ ସବୁ ବିଭାଗର ଆଉଟଡୋର୍ ରୋଗୀ ଚିକିତ୍ସା ଖୋଲିଲେ ମଧ୍ୟ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ ବୋଲି ଏମ୍ସ ଅଧୀକ୍ଷକ ଡାକ୍ତର ସଚିଦାନନ୍ଦ ମହାନ୍ତି ଜଣାଇଛନ୍ତି । ଧିରେ ଧିରେ ନିୟମିତ ଭାବେ ସବୁ ବିଭାଗରେ ଯେତେ ରୋଗୀ […]

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି । କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା । ବର୍ତମାନ ସମୟରେ ସବୁ ବିଭାଗର ଆଉଟଡୋର୍ ରୋଗୀ ଚିକିତ୍ସା ଖୋଲିଲେ ମଧ୍ୟ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ ବୋଲି ଏମ୍ସ ଅଧୀକ୍ଷକ ଡାକ୍ତର ସଚିଦାନନ୍ଦ ମହାନ୍ତି ଜଣାଇଛନ୍ତି । ଧିରେ ଧିରେ ନିୟମିତ ଭାବେ ସବୁ ବିଭାଗରେ ଯେତେ ରୋଗୀ ଚିକିତ୍ସା ପାଇଁ ଆସିବେ, ସେମାନଙ୍କୁ ଆଟେଣ୍ଡ କରାଯିବ । ହେଲେ ଓପିଡ଼ି ସହିତ ଟେଲି ମେଡ଼ିସନ୍ ବ୍ୟବସ୍ଥା ପୂର୍ବ ପରି ଜାରି ରହିବ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

25 Jun 2021 By The Sakala

ଆସନ୍ତା ଜୁନ୍ ୨୮ ରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡ଼ି

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି । କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା । ବର୍ତମାନ ସମୟରେ ସବୁ ବିଭାଗର ଆଉଟଡୋର୍ ରୋଗୀ ଚିକିତ୍ସା ଖୋଲିଲେ ମଧ୍ୟ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ ବୋଲି ଏମ୍ସ ଅଧୀକ୍ଷକ ଡାକ୍ତର ସଚିଦାନନ୍ଦ ମହାନ୍ତି ଜଣାଇଛନ୍ତି । ଧିରେ ଧିରେ ନିୟମିତ ଭାବେ ସବୁ ବିଭାଗରେ ଯେତେ ରୋଗୀ ଚିକିତ୍ସା ପାଇଁ ଆସିବେ, ସେମାନଙ୍କୁ ଆଟେଣ୍ଡ କରାଯିବ । ହେଲେ ଓପିଡ଼ି ସହିତ ଟେଲି ମେଡ଼ିସନ୍ ବ୍ୟବସ୍ଥା ପୂର୍ବ ପରି ଜାରି ରହିବ ।

https://www.thesakala.in/latest-odisha-news/bhubaneswar-aiims-opd-to-open-from-from-june-28th/article-3234
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର