ଘରୋଇ କଳହର କରୁଣ ପରିଣତି: ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ଝଡ଼ିଲା ସବୁ ଦାନ୍ତ, ଉତକ୍ଷିପ୍ତ ହୋଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ

The Sakala Picture
Published On

ଆରଡି: ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଘଟିଯାଇଛି ଅଭାବନୀୟ ଘଟଣା। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦାରେ କାଟିଦେଲା ସ୍ତ୍ରୀ। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି। ସ୍ୱାମୀର ନାଁ ଅମୂଲ୍ୟ ଜେନା ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ନାଁ ହେଉଛି ସୁଲଚନା ଜେନା । ସୂଚନା ମୁତାବକ, […]

ଆରଡି: ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଘଟିଯାଇଛି ଅଭାବନୀୟ ଘଟଣା। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦାରେ କାଟିଦେଲା ସ୍ତ୍ରୀ। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି। ସ୍ୱାମୀର ନାଁ ଅମୂଲ୍ୟ ଜେନା ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ନାଁ ହେଉଛି ସୁଲଚନା ଜେନା ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ମୁତାବକ, ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିଥାଏ। ତେବେ ଆଜି ଦୁଇଜଣଙ୍କ ମଧ୍ୟରେ କଳହ ପ୍ରଚଣ୍ଡ ରୂପ ନେଇଥିଲା। ଯାହା ଫଳରେ ପ୍ରଥମେ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିଥିଲା ସ୍ୱାମୀ। ଯେଉଁଥିରେ ସ୍ତ୍ରୀର ସବୁ ଦାନ୍ତ ଝଡ଼ିପଡ଼ିଛି। ଏହା ପରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଚାଳରେ ଲାଗିଥିବା ଦା’ କୁ ଆଣି ସ୍ୱାମୀର ଗୁପ୍ତାଙ୍ଗକୁ କାଟି ଦେଇଥିଲା। ଖାଲି ସେତିକି ନୁହେଁ ସ୍ୱାମୀର ଗଳାକୁ ମଧ୍ୟ ଆକ୍ରମଣ କରିଥିଲା। ସେପଟେ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ୧୦୮ ଆମ୍ବୁଲାନ୍ସକୁ ଡକାଇ ଉଭୟ ସ୍ଵାମୀ ଓ ସ୍ତ୍ରୀ କୁ ଗରୁତ୍ବର ଅବସ୍ଥାରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏଥିନେଇ ଚାନ୍ଦବାଲି ଥାନା ପକ୍ଷରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

28 Sep 2021 By The Sakala

ଘରୋଇ କଳହର କରୁଣ ପରିଣତି: ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ଝଡ଼ିଲା ସବୁ ଦାନ୍ତ, ଉତକ୍ଷିପ୍ତ ହୋଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ

ଆରଡି: ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଘଟିଯାଇଛି ଅଭାବନୀୟ ଘଟଣା। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦାରେ କାଟିଦେଲା ସ୍ତ୍ରୀ। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି। ସ୍ୱାମୀର ନାଁ ଅମୂଲ୍ୟ ଜେନା ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ନାଁ ହେଉଛି ସୁଲଚନା ଜେନା ।

ସୂଚନା ମୁତାବକ, ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିଥାଏ। ତେବେ ଆଜି ଦୁଇଜଣଙ୍କ ମଧ୍ୟରେ କଳହ ପ୍ରଚଣ୍ଡ ରୂପ ନେଇଥିଲା। ଯାହା ଫଳରେ ପ୍ରଥମେ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିଥିଲା ସ୍ୱାମୀ। ଯେଉଁଥିରେ ସ୍ତ୍ରୀର ସବୁ ଦାନ୍ତ ଝଡ଼ିପଡ଼ିଛି। ଏହା ପରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଚାଳରେ ଲାଗିଥିବା ଦା’ କୁ ଆଣି ସ୍ୱାମୀର ଗୁପ୍ତାଙ୍ଗକୁ କାଟି ଦେଇଥିଲା। ଖାଲି ସେତିକି ନୁହେଁ ସ୍ୱାମୀର ଗଳାକୁ ମଧ୍ୟ ଆକ୍ରମଣ କରିଥିଲା। ସେପଟେ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ୧୦୮ ଆମ୍ବୁଲାନ୍ସକୁ ଡକାଇ ଉଭୟ ସ୍ଵାମୀ ଓ ସ୍ତ୍ରୀ କୁ ଗରୁତ୍ବର ଅବସ୍ଥାରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏଥିନେଇ ଚାନ୍ଦବାଲି ଥାନା ପକ୍ଷରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/bhadrak/family-feud-has-turned-tragic/article-5717
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର