ଧାମନଗରରେ ବିଜେଡିର ମିଶ୍ରଣପର୍ବ, ବିଜୁ ଜନତା ଦଳରେ ସାମିଲ ହେଲେ ବହୁ ବିଜେପି କର୍ମୀ

The Sakala Picture
Published On

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି। […]

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର ଏନଏସି ଓ ଦଳାଙ୍ଗ, ପଧାନୀ, ମୁସ୍ତାଫାପୁର ଏବଂ ଭଗବାନପୁର ପଞ୍ଚାୟତର ବିଜେପି ଦଳ ଛାଡି ଧାମନଗର ପୂର୍ବତନ ଆଇଟି ସେଲ ସଂଯୋଜକ ମାନସ ମଣ୍ଟୁ, ଚନ୍ଦନ ଜେନା, ବିରଞ୍ଚି ନାରାୟଣ ଦାସ,  ତାପସ ରଞ୍ଜନ ପ୍ରଧାନ, ବର୍ଷା ରାଣୀ ଜେନା, ସରସ୍ବତୀ ଜେନା ତଥା ବରିଷ୍ଠ ନେତୃତ୍ୱ ଓ ଶତାଧିକ କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏହି ମିଶ୍ରଣପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ଯୁବ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବରିଷ୍ଠ ନେତା ପ୍ରଭାତ ଜେନା, ଦୋବଲ ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ପ୍ରତାପ ସାମଲ, ବିଜୁ ଯୁବ ଜନତା ଦଳର ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

26 Oct 2022 By The Sakala

ଧାମନଗରରେ ବିଜେଡିର ମିଶ୍ରଣପର୍ବ, ବିଜୁ ଜନତା ଦଳରେ ସାମିଲ ହେଲେ ବହୁ ବିଜେପି କର୍ମୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି।

ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର ଏନଏସି ଓ ଦଳାଙ୍ଗ, ପଧାନୀ, ମୁସ୍ତାଫାପୁର ଏବଂ ଭଗବାନପୁର ପଞ୍ଚାୟତର ବିଜେପି ଦଳ ଛାଡି ଧାମନଗର ପୂର୍ବତନ ଆଇଟି ସେଲ ସଂଯୋଜକ ମାନସ ମଣ୍ଟୁ, ଚନ୍ଦନ ଜେନା, ବିରଞ୍ଚି ନାରାୟଣ ଦାସ,  ତାପସ ରଞ୍ଜନ ପ୍ରଧାନ, ବର୍ଷା ରାଣୀ ଜେନା, ସରସ୍ବତୀ ଜେନା ତଥା ବରିଷ୍ଠ ନେତୃତ୍ୱ ଓ ଶତାଧିକ କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ଯୁବ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବରିଷ୍ଠ ନେତା ପ୍ରଭାତ ଜେନା, ଦୋବଲ ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ପ୍ରତାପ ସାମଲ, ବିଜୁ ଯୁବ ଜନତା ଦଳର ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର