ପ୍ରବଳ ବର୍ଷାରେ ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ, ନଦୀକୂଳିଆ ଲୋକେ ଆତଙ୍କିତ

The Sakala Picture
Published On

ଭଦ୍ରକ: ଗେଙ୍ଗୁଟି ନଦୀ ବନ୍ଧ ରେ ଫାଟ। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱର ପୁର ମଳିକସାହି ଠାରେ ନଦୀ ବନ୍ଧ ରେ ଫାଟ ସୃଷ୍ଟି ହୋଇଛି। ଗେଙ୍ଗୁଟି ନଦୀ ରେ ପ୍ରାୟ ୨୦୦ ଫୁଟ ଫାଟ ସୁଷ୍ଟି ହେଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଓ ବନ୍ୟା ପରେ ନଦୀ ବନ୍ଧ ଧସିବାକୁ ଲାଗିଛି। ମୁଖ୍ୟତଃ ନିମ୍ନମାନର କାମ ହୋଇଥିବାରୁ ନଦୀ ବନ୍ଧ ବାରମ୍ବାର ଏଭଳି ଧସୁଥିବାର ଚିତ୍ର ସାମ୍ନାକୁ ଆସୁଥିବା […]

ଭଦ୍ରକ: ଗେଙ୍ଗୁଟି ନଦୀ ବନ୍ଧ ରେ ଫାଟ। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱର ପୁର ମଳିକସାହି ଠାରେ ନଦୀ ବନ୍ଧ ରେ ଫାଟ ସୃଷ୍ଟି ହୋଇଛି। ଗେଙ୍ଗୁଟି ନଦୀ ରେ ପ୍ରାୟ ୨୦୦ ଫୁଟ ଫାଟ ସୁଷ୍ଟି ହେଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଓ ବନ୍ୟା ପରେ ନଦୀ ବନ୍ଧ ଧସିବାକୁ ଲାଗିଛି। ମୁଖ୍ୟତଃ ନିମ୍ନମାନର କାମ ହୋଇଥିବାରୁ ନଦୀ ବନ୍ଧ ବାରମ୍ବାର ଏଭଳି ଧସୁଥିବାର ଚିତ୍ର ସାମ୍ନାକୁ ଆସୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନଦୀ ବନ୍ଧରେ ଫାଟ ହେଉଥିବାରୁ, ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ବନ୍ଦ ବେଳେ ଭଦ୍ରକରେ ଉତ୍ତେଜନା: ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର