ଫ୍ରି ଓ୍ବାଇଫାଇ ସହର ହେବ ଭୁବନେଶ୍ବର

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର। ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ। କାର୍ଯ୍ଯକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ। ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ ଏମବି। ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ ଇଣ୍ଟରନେଟର ସୁବିଧା । ୨୦୧୮ରେ ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଇତିମଧ୍ୟରେ ପାଖାପାଖି ୧୪ ଶହ ପଏଣ୍ଟ ସଂଯୋଗ ହୋଇପାରିଛି […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର। ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ। କାର୍ଯ୍ଯକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ। ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ ଏମବି। ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ ଇଣ୍ଟରନେଟର ସୁବିଧା । ୨୦୧୮ରେ ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଇତିମଧ୍ୟରେ ପାଖାପାଖି ୧୪ ଶହ ପଏଣ୍ଟ ସଂଯୋଗ ହୋଇପାରିଛି । ଲୋକଙ୍କୁ ଉନ୍ନତମାନର ତଥା ନିରାବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ ହୋଇଛି । ଦୈନିକ ୫୦ ଏମବି ମାଗଣା ନେଟଓ୍ବର୍କର ସୁବିଧା ମିଳିବ ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ପ୍ରାଥମିକ ପର୍ଯ୍ଯାୟରେ କମ ସଂଖ୍ୟକ ଜଂକ୍ସନ ବକ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ୧ ହଜାର ଜଂକ୍ସନ ବକ୍ସ ଯୋଡି ହୋଇଛି । ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି। ଖୁବଶୀଘ୍ର ସମସ୍ତ ୧୮ ଶହ ଟାର୍ଗେଟ ପୂରଣ ସହିତ ରାଜଧାନୀରେ ଏହା ଉପଲବ୍ଧ ହେବ । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଭୁବନେଶ୍ବର ମି ଆପକୁ ଲଗଇନ୍ କରି ନିଜ ମୋବାଇଲ ନମ୍ବର ଦେଲେ ସେଥିରେ ଏକ ଓଟିପି ନମ୍ବର ଆସିବ । ଏହାକୁ ଦାଖଲ କଲେ ମିଳିବ ଓ୍ବାଇଫାଇ। କିଛି ସମସ୍ୟା ଥିଲେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ ଲୋକେ ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ଧନୀ ହେଉ କି ଗରିବ, ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ହାତପାଆନ୍ତରେ ମିଳିପାରୁଛି ସବୁ ଖବର । ଏଭଳି ସ୍ଥିତିରେ ଅନ୍ୟ ମେଟ୍ରୋ ଭଳି ରାଜଧାନୀବାସୀଙ୍କ ପାଇଁ ସ୍ମାର୍ଟସିଟି ଆଣି ଦେଇଛି ଖୁସି ଖବର । ଯାହାର ସୁବିଧା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ଯାନ୍ତ ସବୁ ବର୍ଗର ଲୋକ ନେଇପାରିବ । ଯାହାକୁ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତେ । କେବଳ ଓ୍ବାଇଫାଇ ନୁହଁ ବରଂ ଉନ୍ନତମାନର ସୁବିଧା ସହ ଜୀବନ ବିତାଇବା ପାଇଁ ବିଏମସି ଓ ସ୍ମାର୍ଟସିଟି ଚେଷ୍ଟା କରୁଛି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

28 Apr 2022 By The Sakala

ଫ୍ରି ଓ୍ବାଇଫାଇ ସହର ହେବ ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର। ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ। କାର୍ଯ୍ଯକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ। ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ ଏମବି। ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ ଇଣ୍ଟରନେଟର ସୁବିଧା । ୨୦୧୮ରେ ମାତ୍ର ୨ ଶହ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଇତିମଧ୍ୟରେ ପାଖାପାଖି ୧୪ ଶହ ପଏଣ୍ଟ ସଂଯୋଗ ହୋଇପାରିଛି । ଲୋକଙ୍କୁ ଉନ୍ନତମାନର ତଥା ନିରାବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଭିତ୍ତିଭୂମିର ବିକାଶ ହୋଇଛି । ଦୈନିକ ୫୦ ଏମବି ମାଗଣା ନେଟଓ୍ବର୍କର ସୁବିଧା ମିଳିବ ।

ପ୍ରାଥମିକ ପର୍ଯ୍ଯାୟରେ କମ ସଂଖ୍ୟକ ଜଂକ୍ସନ ବକ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ୧ ହଜାର ଜଂକ୍ସନ ବକ୍ସ ଯୋଡି ହୋଇଛି । ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୪ ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି। ଖୁବଶୀଘ୍ର ସମସ୍ତ ୧୮ ଶହ ଟାର୍ଗେଟ ପୂରଣ ସହିତ ରାଜଧାନୀରେ ଏହା ଉପଲବ୍ଧ ହେବ । ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଭୁବନେଶ୍ବର ମି ଆପକୁ ଲଗଇନ୍ କରି ନିଜ ମୋବାଇଲ ନମ୍ବର ଦେଲେ ସେଥିରେ ଏକ ଓଟିପି ନମ୍ବର ଆସିବ । ଏହାକୁ ଦାଖଲ କଲେ ମିଳିବ ଓ୍ବାଇଫାଇ। କିଛି ସମସ୍ୟା ଥିଲେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ ଲୋକେ ।

ଧନୀ ହେଉ କି ଗରିବ, ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ହାତପାଆନ୍ତରେ ମିଳିପାରୁଛି ସବୁ ଖବର । ଏଭଳି ସ୍ଥିତିରେ ଅନ୍ୟ ମେଟ୍ରୋ ଭଳି ରାଜଧାନୀବାସୀଙ୍କ ପାଇଁ ସ୍ମାର୍ଟସିଟି ଆଣି ଦେଇଛି ଖୁସି ଖବର । ଯାହାର ସୁବିଧା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ଯାନ୍ତ ସବୁ ବର୍ଗର ଲୋକ ନେଇପାରିବ । ଯାହାକୁ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତେ । କେବଳ ଓ୍ବାଇଫାଇ ନୁହଁ ବରଂ ଉନ୍ନତମାନର ସୁବିଧା ସହ ଜୀବନ ବିତାଇବା ପାଇଁ ବିଏମସି ଓ ସ୍ମାର୍ଟସିଟି ଚେଷ୍ଟା କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର