ଏସିଆ ବୁକ୍‍ ଅଫ ରେକର୍ଡରେ ଅଢ଼େଇ ବର୍ଷର ବାଳକ ଆୟୁଷ

The Sakala Picture
Published On

ନୀଳଗିରି:  ବାଲେଶ୍ୱର ଜିଲ୍ଲା ରସାଲପୁର ପଞ୍ଚାୟତର ଚଣ୍ଡିପୁର ଗ୍ରାମର ହରିଶଚନ୍ଦ୍ର ଜେନା ଓ ସସ୍ମିତା ଜେନାଙ୍କ ଅଢ଼େଇବର୍ଷର ପୁଅ ଆୟୁଷ ୨୦୨୨ ମସିହା ଏପ୍ରିଲ ମାସରେ ଏସିଆ ବୁକ୍‍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ କୁନିପୁଅ ଆୟୁଷ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡରେ ମଧ୍ୟ ସ୍ଥାନ ପାଇ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିଲେ। କୁନିପିଲା ଆୟୁଷର ମାମୁଁ ଘର ନୀଳଗିରି ବେଗୁନିଆ ତୋଟାପଡ଼ା ଗ୍ରାମର ହୋଇଥିବା ବେଳେ ମାଆ ଜଣେ ଗୃହିଣୀ , […]

ନୀଳଗିରି:  ବାଲେଶ୍ୱର ଜିଲ୍ଲା ରସାଲପୁର ପଞ୍ଚାୟତର ଚଣ୍ଡିପୁର ଗ୍ରାମର ହରିଶଚନ୍ଦ୍ର ଜେନା ଓ ସସ୍ମିତା ଜେନାଙ୍କ ଅଢ଼େଇବର୍ଷର ପୁଅ ଆୟୁଷ ୨୦୨୨ ମସିହା ଏପ୍ରିଲ ମାସରେ ଏସିଆ ବୁକ୍‍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ କୁନିପୁଅ ଆୟୁଷ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡରେ ମଧ୍ୟ ସ୍ଥାନ ପାଇ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିଲେ। କୁନିପିଲା ଆୟୁଷର ମାମୁଁ ଘର ନୀଳଗିରି ବେଗୁନିଆ ତୋଟାପଡ଼ା ଗ୍ରାମର ହୋଇଥିବା ବେଳେ ମାଆ ଜଣେ ଗୃହିଣୀ , ବାପା ହରିଶ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି। ଅଢ଼େଇ ବର୍ଷର ଆୟୁଷ ୧୮ଟି ମହାମୃତ୍ୟୁଞ୍ଜୟ ମନ୍ତ୍ର, ଜାତୀୟ ସଂଗୀତ, ୧୮ଟି ପୌରାଣିକ ବହି, ୧୬ଟି ପ୍ରାଣୀଙ୍କ ନାମ, ଏ ରୁ ଜେଡ୍‍ ପର୍ଯ୍ରନ୍ତ ୨୬ଟି ୱାର୍ଡ କହିବା ଆଦି ପ୍ରତିଯୋଗିତାରେ ସୀମିତ ସମୟ ଭିତରେ ନିଜ ପ୍ରତିଭାର ରେକର୍ଡ କରିଛନ୍ତି।୨୧ ସେକେଣ୍ଡରେ ୨୮ଟି ରାଜ୍ୟର ରାଜଧାନୀ କହିଥିବା ବେଳେ ଏସିଆ ବୁକ୍‍ ଅଫ ରେକର୍ଡରେ ଗତ ଏପ୍ରିଲ ମାସରେ ସ୍ଥାନ ପାଇ ଅଚଂଳରଗୌରବ ଆଣିଥିବା ବେଳେ କୁନି ପୁଅ ଆୟୁଷର ଉତରତର କାମନା କରିଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

20 May 2022 By The Sakala

ଏସିଆ ବୁକ୍‍ ଅଫ ରେକର୍ଡରେ ଅଢ଼େଇ ବର୍ଷର ବାଳକ ଆୟୁଷ

ନୀଳଗିରି:  ବାଲେଶ୍ୱର ଜିଲ୍ଲା ରସାଲପୁର ପଞ୍ଚାୟତର ଚଣ୍ଡିପୁର ଗ୍ରାମର ହରିଶଚନ୍ଦ୍ର ଜେନା ଓ ସସ୍ମିତା ଜେନାଙ୍କ ଅଢ଼େଇବର୍ଷର ପୁଅ ଆୟୁଷ ୨୦୨୨ ମସିହା ଏପ୍ରିଲ ମାସରେ ଏସିଆ ବୁକ୍‍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ କୁନିପୁଅ ଆୟୁଷ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡରେ ମଧ୍ୟ ସ୍ଥାନ ପାଇ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିଲେ। କୁନିପିଲା ଆୟୁଷର ମାମୁଁ ଘର ନୀଳଗିରି ବେଗୁନିଆ ତୋଟାପଡ଼ା ଗ୍ରାମର ହୋଇଥିବା ବେଳେ ମାଆ ଜଣେ ଗୃହିଣୀ , ବାପା ହରିଶ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି। ଅଢ଼େଇ ବର୍ଷର ଆୟୁଷ ୧୮ଟି ମହାମୃତ୍ୟୁଞ୍ଜୟ ମନ୍ତ୍ର, ଜାତୀୟ ସଂଗୀତ, ୧୮ଟି ପୌରାଣିକ ବହି, ୧୬ଟି ପ୍ରାଣୀଙ୍କ ନାମ, ଏ ରୁ ଜେଡ୍‍ ପର୍ଯ୍ରନ୍ତ ୨୬ଟି ୱାର୍ଡ କହିବା ଆଦି ପ୍ରତିଯୋଗିତାରେ ସୀମିତ ସମୟ ଭିତରେ ନିଜ ପ୍ରତିଭାର ରେକର୍ଡ କରିଛନ୍ତି।୨୧ ସେକେଣ୍ଡରେ ୨୮ଟି ରାଜ୍ୟର ରାଜଧାନୀ କହିଥିବା ବେଳେ ଏସିଆ ବୁକ୍‍ ଅଫ ରେକର୍ଡରେ ଗତ ଏପ୍ରିଲ ମାସରେ ସ୍ଥାନ ପାଇ ଅଚଂଳରଗୌରବ ଆଣିଥିବା ବେଳେ କୁନି ପୁଅ ଆୟୁଷର ଉତରତର କାମନା କରିଛନ୍ତି।

https://www.thesakala.in/latest-odisha-news/balasore/two-and-a-half-year-old-boy-ayush-in-the-asia-book-of-records/article-11749
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର