ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଝିଅର ଚିକିତ୍ସା ପାଇଁ ସହାୟତା ଲୋଡିଲେ ମା’

The Sakala Picture
Published On

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ପଂଚାୟତ ପୋଖରୀ ଆଡିଆ ସାହି ଶାନ୍ତିଲତା ବେହେରାଙ୍କ ପରିବାର ଅସହାୟ ହୋଇପଡ଼ିଛି । ଶାନ୍ତିଲତା ବିବାହର ତିନି ମାସ ପରେ ସ୍ବାମୀ ଛାଡି ଅନ୍ୟତ୍ର ସଂସାର କରିଥିବା ବେଳେ। ଶାନ୍ତିଙ୍କ ଗର୍ଭରୁ ଜନ୍ମ ନେଲା ଗେଲ୍ଲୀ।  ଗେଲ୍ଲୀକୁ ବର୍ତ୍ତମାନ ସାତ ବର୍ଷ। ହଲେ ଗେଲ୍ଲୀ ଜନ୍ମରୁ ବିକଳାଙ୍ଗ।  ପରିବାର କହିଲେ ବିଧବା ମା, ଭାଇ,ଭାଉଜ,ବିକଳାଙ୍ଗ ଝିଅ ଆଉ ନିଜେ। ଖଜୁରୀ ଗଛରୁ ପିଂଛା କାଟି ଝାଡୁ ତିଆରି କରି […]

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ପଂଚାୟତ ପୋଖରୀ ଆଡିଆ ସାହି ଶାନ୍ତିଲତା ବେହେରାଙ୍କ ପରିବାର ଅସହାୟ ହୋଇପଡ଼ିଛି । ଶାନ୍ତିଲତା ବିବାହର ତିନି ମାସ ପରେ ସ୍ବାମୀ ଛାଡି ଅନ୍ୟତ୍ର ସଂସାର କରିଥିବା ବେଳେ। ଶାନ୍ତିଙ୍କ ଗର୍ଭରୁ ଜନ୍ମ ନେଲା ଗେଲ୍ଲୀ।  ଗେଲ୍ଲୀକୁ ବର୍ତ୍ତମାନ ସାତ ବର୍ଷ। ହଲେ ଗେଲ୍ଲୀ ଜନ୍ମରୁ ବିକଳାଙ୍ଗ।  ପରିବାର କହିଲେ ବିଧବା ମା, ଭାଇ,ଭାଉଜ,ବିକଳାଙ୍ଗ ଝିଅ ଆଉ ନିଜେ। ଖଜୁରୀ ଗଛରୁ ପିଂଛା କାଟି ଝାଡୁ ତିଆରି କରି ବିକ୍ରି କଲେ ଯାହା ପଇସା ବାହାରେ ସେଥିରେ ପରିବାର ପ୍ରତି ପୋଷଣ ହୁଏ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ସେପଟେ ଗେଲ୍ଲୀକୁ ଡାକ୍ତର ପାଖକୁ ନେଇ ପଇସା ସାରି ନୟାନ୍ତ ହୋଇ ପଡିଲେଣି। ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ବିକଳାଙ୍ଗ ଝିଅ ଗେଲ୍ଲୀକୁ ମଧ୍ଯ ଭତାଟିଏ ମିଳି ପାରି ନାହିଁ। ଯାହା କିଛି ଅର୍ଥ ଯୋଗାଡ଼ କରିଥିଲେ ସେଥିରେ ସେ ବହୁ କଷ୍ଟରେ ପ୍ରଥମେ ଘରୋଇ ଡାକ୍ତରଖାନା ପରେ କଟକ ବଡ ମେଡିକାଲରେ ଚିକିତ୍ସା କରାଇଥିଲେ। କିନ୍ତୁ ବର୍ତ୍ତମାନ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସହାୟତା କଲେ ତାଙ୍କ ଝିଅ ଗେଲ୍ଲୀ ଭଲ ହୋଇ ଯାଅନ୍ତା ବୋଲି କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ମା’ ଶାନ୍ତିଲତା।

ଆହୁରି ପଢ଼ନ୍ତୁ: ୨୦୨୮ରେ ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ: ମତାଧିକାର ସାବ୍ୟସ୍ତ କରିବେ ୩୮ ହଜାରରୁ ଅଧିକ ଭୋଟର

26 Jul 2021 By The Sakala

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଝିଅର ଚିକିତ୍ସା ପାଇଁ ସହାୟତା ଲୋଡିଲେ ମା’

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ପଂଚାୟତ ପୋଖରୀ ଆଡିଆ ସାହି ଶାନ୍ତିଲତା ବେହେରାଙ୍କ ପରିବାର ଅସହାୟ ହୋଇପଡ଼ିଛି । ଶାନ୍ତିଲତା ବିବାହର ତିନି ମାସ ପରେ ସ୍ବାମୀ ଛାଡି ଅନ୍ୟତ୍ର ସଂସାର କରିଥିବା ବେଳେ। ଶାନ୍ତିଙ୍କ ଗର୍ଭରୁ ଜନ୍ମ ନେଲା ଗେଲ୍ଲୀ।  ଗେଲ୍ଲୀକୁ ବର୍ତ୍ତମାନ ସାତ ବର୍ଷ। ହଲେ ଗେଲ୍ଲୀ ଜନ୍ମରୁ ବିକଳାଙ୍ଗ।  ପରିବାର କହିଲେ ବିଧବା ମା, ଭାଇ,ଭାଉଜ,ବିକଳାଙ୍ଗ ଝିଅ ଆଉ ନିଜେ। ଖଜୁରୀ ଗଛରୁ ପିଂଛା କାଟି ଝାଡୁ ତିଆରି କରି ବିକ୍ରି କଲେ ଯାହା ପଇସା ବାହାରେ ସେଥିରେ ପରିବାର ପ୍ରତି ପୋଷଣ ହୁଏ।

ସେପଟେ ଗେଲ୍ଲୀକୁ ଡାକ୍ତର ପାଖକୁ ନେଇ ପଇସା ସାରି ନୟାନ୍ତ ହୋଇ ପଡିଲେଣି। ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ବିକଳାଙ୍ଗ ଝିଅ ଗେଲ୍ଲୀକୁ ମଧ୍ଯ ଭତାଟିଏ ମିଳି ପାରି ନାହିଁ। ଯାହା କିଛି ଅର୍ଥ ଯୋଗାଡ଼ କରିଥିଲେ ସେଥିରେ ସେ ବହୁ କଷ୍ଟରେ ପ୍ରଥମେ ଘରୋଇ ଡାକ୍ତରଖାନା ପରେ କଟକ ବଡ ମେଡିକାଲରେ ଚିକିତ୍ସା କରାଇଥିଲେ। କିନ୍ତୁ ବର୍ତ୍ତମାନ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସହାୟତା କଲେ ତାଙ୍କ ଝିଅ ଗେଲ୍ଲୀ ଭଲ ହୋଇ ଯାଅନ୍ତା ବୋଲି କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ମା’ ଶାନ୍ତିଲତା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର