କଷାଫଳ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା, ଜଣେ ମତ୍ସ୍ୟଜୀବୀ ମୃତ

The Sakala Picture
Published On

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା କଷାଫଳ ସମୁଦ୍ର ମୁହାଣରେ ଅଘଟଣ । ମାଛ ଧରା ବୋଟ୍ ଓଲଟି ଜଣେ ମୃତ, ଜଣେ ନିଖୋଜ । କଷାଫଳ ଅଞ୍ଚଳର ୭ ଜଣ ମାଛ ଧରିବାକୁ ଯାଇ ଫେରୁଥିଲେ । ମାଛଧରି କୂଳକୁ ଫେରିବାବେଳେ ପ୍ରବଳ ପବନ ହେବା ଯୋଗୁଁ ବୋଟ ଓଲଟି ପଡିଥିଲା । ଫଳରେ ଜଣେ ମତ୍ସ୍ୟଜୀବୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଯାଇଛନ୍ତି । ମୃତକ ହେଲେ କାଳୀପଦ ମାନ୍ନା । ୬ ଜଣ ମତ୍ସ୍ୟଜୀବୀଙ୍କୁ […]

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା କଷାଫଳ ସମୁଦ୍ର ମୁହାଣରେ ଅଘଟଣ । ମାଛ ଧରା ବୋଟ୍ ଓଲଟି ଜଣେ ମୃତ, ଜଣେ ନିଖୋଜ । କଷାଫଳ ଅଞ୍ଚଳର ୭ ଜଣ ମାଛ ଧରିବାକୁ ଯାଇ ଫେରୁଥିଲେ । ମାଛଧରି କୂଳକୁ ଫେରିବାବେଳେ ପ୍ରବଳ ପବନ ହେବା ଯୋଗୁଁ ବୋଟ ଓଲଟି ପଡିଥିଲା । ଫଳରେ ଜଣେ ମତ୍ସ୍ୟଜୀବୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଯାଇଛନ୍ତି । ମୃତକ ହେଲେ କାଳୀପଦ ମାନ୍ନା । ୬ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ସମୁଦ୍ରକୁ ମାଛ ମାରିବାକୁ ଭୁଟୁଭୁଟିରେ ଯାଇଥିଲେ ୭ ଜଣ ମତ୍ସ୍ୟଜୀବୀ ।

ଆହୁରି ପଢ଼ନ୍ତୁ: ଝୁଲି ଝୁଲି ବଡ଼ଦାଣ୍ଡକୁ ଆସୁଛନ୍ତି ମହାବାହୁ; ନନ୍ଦିଘୋଷ ରଥରେ ବସି ମାଉସୀ ଘରକୁ ଯିବେ କାଳିଆ ସାଆନ୍ତ

18 Jun 2023 By The Sakala

କଷାଫଳ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା, ଜଣେ ମତ୍ସ୍ୟଜୀବୀ ମୃତ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା କଷାଫଳ ସମୁଦ୍ର ମୁହାଣରେ ଅଘଟଣ । ମାଛ ଧରା ବୋଟ୍ ଓଲଟି ଜଣେ ମୃତ, ଜଣେ ନିଖୋଜ । କଷାଫଳ ଅଞ୍ଚଳର ୭ ଜଣ ମାଛ ଧରିବାକୁ ଯାଇ ଫେରୁଥିଲେ । ମାଛଧରି କୂଳକୁ ଫେରିବାବେଳେ ପ୍ରବଳ ପବନ ହେବା ଯୋଗୁଁ ବୋଟ ଓଲଟି ପଡିଥିଲା । ଫଳରେ ଜଣେ ମତ୍ସ୍ୟଜୀବୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଯାଇଛନ୍ତି । ମୃତକ ହେଲେ କାଳୀପଦ ମାନ୍ନା । ୬ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ସମୁଦ୍ରକୁ ମାଛ ମାରିବାକୁ ଭୁଟୁଭୁଟିରେ ଯାଇଥିଲେ ୭ ଜଣ ମତ୍ସ୍ୟଜୀବୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର