ପଶ୍ଚିମବଙ୍ଗ ଚାଲାଣ ବେଳେ ୫ ବିଷଧର ସାପ ଉଦ୍ଧାର, ୫ ସାପୁଆ ଗିରଫ
ଜଳେଶ୍ୱର: ୫ ସାପ ଉଦ୍ଧାର ସହ ୫ସାପୁଆ ଗିରଫ । ରାଇବଣିଆ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରୁ ଗିରଫ କରିଛି ବନ ବିଭାଗ । ରାଇବଣିଆ, ଲୁହାପଡା ସହ ସ୍ଥାନୀୟ ଜଙ୍ଗଲରୁ ବେଆଇନ ଭାବେ ସାପ ଧରି ପଶ୍ଚିମବଙ୍ଗକୁ ଚାଲାଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ପାଞ୍ଚ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଉଦ୍ଧାର ହୋଇଥିବା ସାପଙ୍କ ମଧ୍ୟରେ ଦୁଇଟି ନାଗ , ଦୁଇଟି ଚନ୍ଦନ ବୋଡା […]
ଜଳେଶ୍ୱର: ୫ ସାପ ଉଦ୍ଧାର ସହ ୫ସାପୁଆ ଗିରଫ । ରାଇବଣିଆ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରୁ ଗିରଫ କରିଛି ବନ ବିଭାଗ । ରାଇବଣିଆ, ଲୁହାପଡା ସହ ସ୍ଥାନୀୟ ଜଙ୍ଗଲରୁ ବେଆଇନ ଭାବେ ସାପ ଧରି ପଶ୍ଚିମବଙ୍ଗକୁ ଚାଲାଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ପାଞ୍ଚ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଉଦ୍ଧାର ହୋଇଥିବା ସାପଙ୍କ ମଧ୍ୟରେ ଦୁଇଟି ନାଗ , ଦୁଇଟି ଚନ୍ଦନ ବୋଡା ଓ ଗୋଟାଏ ତମ୍ପ ସାପ ଥିବା ସୂଚନା ।
30 Nov 2023
By The Sakala
ପଶ୍ଚିମବଙ୍ଗ ଚାଲାଣ ବେଳେ ୫ ବିଷଧର ସାପ ଉଦ୍ଧାର, ୫ ସାପୁଆ ଗିରଫ
ଜଳେଶ୍ୱର: ୫ ସାପ ଉଦ୍ଧାର ସହ ୫ସାପୁଆ ଗିରଫ । ରାଇବଣିଆ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରୁ ଗିରଫ କରିଛି ବନ ବିଭାଗ । ରାଇବଣିଆ, ଲୁହାପଡା ସହ ସ୍ଥାନୀୟ ଜଙ୍ଗଲରୁ ବେଆଇନ ଭାବେ ସାପ ଧରି ପଶ୍ଚିମବଙ୍ଗକୁ ଚାଲାଣ କରିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ପାଞ୍ଚ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଉଦ୍ଧାର ହୋଇଥିବା ସାପଙ୍କ ମଧ୍ୟରେ ଦୁଇଟି ନାଗ , ଦୁଇଟି ଚନ୍ଦନ ବୋଡା ଓ ଗୋଟାଏ ତମ୍ପ ସାପ ଥିବା ସୂଚନା ।
⊕ https://www.thesakala.in/latest-odisha-news/balasore/5-poisonous-snakes-were-rescued-and-5-5-people-arrested/article-27809