୩ ଭାଲୁଙ୍କ ସହିତ ଏକାକୀ ଲଢି ନିଜ ଜୀବନ ବଞ୍ଚାଇଲେ ଯୁବକ

The Sakala Picture
Published On

ନୀଳଗିରି: ଯାହାକୁ ରଖିବେ ଅନନ୍ତ…। ୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଜଣେ ଯୁବକ । ଭାଲୁଙ୍କ ଆକ୍ରମଣରେ ଗୁରୁତର ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ । ସୂଚନା ଅନୁସାରେ, ଉକ୍ତ ଗ୍ରାମର ଭାସ୍କର ଦଳେଇ ଶୌଚ ହେବା ପାଇଁ ଯିବା ସମୟରେ ନିକଟସ୍ଥ ଏକ ମନ୍ଦିର ନିକଟରେ ହଠାତ୍ ତିନିଟି ଭାଲୁ […]

ନୀଳଗିରି: ଯାହାକୁ ରଖିବେ ଅନନ୍ତ…। ୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଜଣେ ଯୁବକ । ଭାଲୁଙ୍କ ଆକ୍ରମଣରେ ଗୁରୁତର ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୂଚନା ଅନୁସାରେ, ଉକ୍ତ ଗ୍ରାମର ଭାସ୍କର ଦଳେଇ ଶୌଚ ହେବା ପାଇଁ ଯିବା ସମୟରେ ନିକଟସ୍ଥ ଏକ ମନ୍ଦିର ନିକଟରେ ହଠାତ୍ ତିନିଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତିନିଭାଲୁଙ୍କ ସହିତ ଏକାକୀ ଅଧଘଣ୍ଟା ଲଢିଥିଲେ ଯୁବକ ଜଣକ । ମାତ୍ର କୌଶଳ କରି ଭାଲୁ ଆକ୍ରମଣରୁ ବର୍ତ୍ତି ନିଜର ଜୀବନ ବଞ୍ଚାଇବା ସହିତ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

05 Sep 2023 By The Sakala

୩ ଭାଲୁଙ୍କ ସହିତ ଏକାକୀ ଲଢି ନିଜ ଜୀବନ ବଞ୍ଚାଇଲେ ଯୁବକ

ନୀଳଗିରି: ଯାହାକୁ ରଖିବେ ଅନନ୍ତ…। ୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଜଣେ ଯୁବକ । ଭାଲୁଙ୍କ ଆକ୍ରମଣରେ ଗୁରୁତର ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ।

ସୂଚନା ଅନୁସାରେ, ଉକ୍ତ ଗ୍ରାମର ଭାସ୍କର ଦଳେଇ ଶୌଚ ହେବା ପାଇଁ ଯିବା ସମୟରେ ନିକଟସ୍ଥ ଏକ ମନ୍ଦିର ନିକଟରେ ହଠାତ୍ ତିନିଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତିନିଭାଲୁଙ୍କ ସହିତ ଏକାକୀ ଅଧଘଣ୍ଟା ଲଢିଥିଲେ ଯୁବକ ଜଣକ । ମାତ୍ର କୌଶଳ କରି ଭାଲୁ ଆକ୍ରମଣରୁ ବର୍ତ୍ତି ନିଜର ଜୀବନ ବଞ୍ଚାଇବା ସହିତ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର