ଟ୍ରକ ଧକ୍କାରେ ମା ମୃତ-ପୁଅ ଆହତ, କ୍ଷତି ପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

The Sakala Picture
Published On

ବସ୍ତା/ରୂପସା- ଭତ୍ତାଟଙ୍କା ନେଇ ମାଆ-ପୁଅ ଖୁସିରେ ଘରକୁ ଫେରୁଥିବା ବେଳେ ଏକଟ୍ରକ ଧକ୍ମାରେ ମାଆର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଆହତ ହୋଇଛି। ସୁଚନା ଅନୁଯାୟୀ ବସ୍ତା ବ୍ଲକ ଗଡପଦା ପଞ୍ଚୟତ ପଶ୍ଚିମ ସିମୁଳିଆ ଗ୍ରାମର ଝାମ୍ପୁଡି ସିଂ ତାଙ୍କ ପୁଅ ସହିତ ସାଇକେଲ ଯୋଗେ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବା ପାଇଁ ଆସିଥିଲେ। ଟଙ୍କା ନେଇ ଫେରୁଥିବା ବେଳେ ରୁପସା ଗେଟ ବଜାର ନିକଟରେ ଏକଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲରେ […]

ବସ୍ତା/ରୂପସା- ଭତ୍ତାଟଙ୍କା ନେଇ ମାଆ-ପୁଅ ଖୁସିରେ ଘରକୁ ଫେରୁଥିବା ବେଳେ ଏକଟ୍ରକ ଧକ୍ମାରେ ମାଆର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଆହତ ହୋଇଛି। ସୁଚନା ଅନୁଯାୟୀ ବସ୍ତା ବ୍ଲକ ଗଡପଦା ପଞ୍ଚୟତ ପଶ୍ଚିମ ସିମୁଳିଆ ଗ୍ରାମର ଝାମ୍ପୁଡି ସିଂ ତାଙ୍କ ପୁଅ ସହିତ ସାଇକେଲ ଯୋଗେ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବା ପାଇଁ ଆସିଥିଲେ। ଟଙ୍କା ନେଇ ଫେରୁଥିବା ବେଳେ ରୁପସା ଗେଟ ବଜାର ନିକଟରେ ଏକଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲରେ ବସିଥିବା ଝାମ୍ପୁଡି ସିଂ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ଝାମ୍ପୁଡିର ମୃତ୍ୟୁ ହୋଇଥିବା ବେଳେ ପୁଅ କାଳିଚରଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି, ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହିତ ଟ୍ରକ ଆଗରେ ଶବ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି, ଘଟଣାସ୍ଥଳରେ ରୁପସା ପୋଲିସ ପହଞ୍ଚି ବୁଝାସୁଝା କରୁଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

23 May 2023 By The Sakala

ଟ୍ରକ ଧକ୍କାରେ ମା ମୃତ-ପୁଅ ଆହତ, କ୍ଷତି ପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

ବସ୍ତା/ରୂପସା- ଭତ୍ତାଟଙ୍କା ନେଇ ମାଆ-ପୁଅ ଖୁସିରେ ଘରକୁ ଫେରୁଥିବା ବେଳେ ଏକଟ୍ରକ ଧକ୍ମାରେ ମାଆର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଆହତ ହୋଇଛି। ସୁଚନା ଅନୁଯାୟୀ ବସ୍ତା ବ୍ଲକ ଗଡପଦା ପଞ୍ଚୟତ ପଶ୍ଚିମ ସିମୁଳିଆ ଗ୍ରାମର ଝାମ୍ପୁଡି ସିଂ ତାଙ୍କ ପୁଅ ସହିତ ସାଇକେଲ ଯୋଗେ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବା ପାଇଁ ଆସିଥିଲେ। ଟଙ୍କା ନେଇ ଫେରୁଥିବା ବେଳେ ରୁପସା ଗେଟ ବଜାର ନିକଟରେ ଏକଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସାଇକେଲରେ ବସିଥିବା ଝାମ୍ପୁଡି ସିଂ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ଝାମ୍ପୁଡିର ମୃତ୍ୟୁ ହୋଇଥିବା ବେଳେ ପୁଅ କାଳିଚରଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି, ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହିତ ଟ୍ରକ ଆଗରେ ଶବ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି, ଘଟଣାସ୍ଥଳରେ ରୁପସା ପୋଲିସ ପହଞ୍ଚି ବୁଝାସୁଝା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର