ଥମୁନି ଧଳାଜହର କାରବାର: ୧୧ କୋଟିକୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୬ ଅଭିଯୁକ୍ତ ଗିରଫ

The Sakala Picture
Published On

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଚଳିତ ବର୍ଷର ସବୁଠୁ ବଡ଼ ପରିମାଣର ବ୍ରାଉନସୁଗାର ଜବତ କରିଛି ବାଲେଶ୍ବର ପୁଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିିଛି। ଏଥିସହ ୬ ଜଣ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ଜଣାପଡ଼ିଛି। […]

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଚଳିତ ବର୍ଷର ସବୁଠୁ ବଡ଼ ପରିମାଣର ବ୍ରାଉନସୁଗାର ଜବତ କରିଛି ବାଲେଶ୍ବର ପୁଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିିଛି। ଏଥିସହ ୬ ଜଣ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ।  ଅନ୍ୟ ସହଯୋଗୀ ହେଲେ- ଲାଡେନ ଏସକେ ସଫିକ୍ , ଏସକେ ରାଜୁ, ବାବୁ, ରିଣ୍ଟୁ ଓ ରିତୁ ତରେଇ। ଉକ୍ତ ୫ ଅଭିଯୁକ୍ତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରର ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

28 Oct 2022 By The Sakala

ଥମୁନି ଧଳାଜହର କାରବାର: ୧୧ କୋଟିକୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୬ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଚଳିତ ବର୍ଷର ସବୁଠୁ ବଡ଼ ପରିମାଣର ବ୍ରାଉନସୁଗାର ଜବତ କରିଛି ବାଲେଶ୍ବର ପୁଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିିଛି। ଏଥିସହ ୬ ଜଣ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ।  ଅନ୍ୟ ସହଯୋଗୀ ହେଲେ- ଲାଡେନ ଏସକେ ସଫିକ୍ , ଏସକେ ରାଜୁ, ବାବୁ, ରିଣ୍ଟୁ ଓ ରିତୁ ତରେଇ। ଉକ୍ତ ୫ ଅଭିଯୁକ୍ତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରର ବୋଲି ଜଣାପଡିଛି।

https://www.thesakala.in/latest-odisha-news/balasore/seized-of-brown-sugar-worth-11-crores-and-6-accused-arrested/article-16103
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର