ଘର ଛାତ ପଡ଼ି ମା ଓ ଝିଅ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

The Sakala Picture
Published On

ବଲାଙ୍ଗୀର : ବଲାଙ୍ଗୀର ରୁଗୁଡିପଡା ନିକଟ ମୁନିସିପାଲଟି କଲୋନୀରେ ଅଘଟଣ । ଘର ଛାତ ଅତଡା ଖସି ବୃଦ୍ଧାଙ୍କ ସମେତ 2 ଗୁରୁତର । ଗୁରୁତରମାନେ ହେଲେ ଅବସରପ୍ରାପ୍ତ ସଫେଇ କର୍ମଚାରୀ ଗାୟତ୍ରୀ କୁମ୍ଭାର(୭୦) ଓ ତାଙ୍କ ଝିଅ ଆରତୀ କଲେତ (୪୦) । ଗତକାଲି ରାତିରେ ଘଟିଥିଲା ଅଘଟଣ । ଗାୟତ୍ରୀକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର ।

05 Nov 2022 By The Sakala

ଘର ଛାତ ପଡ଼ି ମା ଓ ଝିଅ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର : ବଲାଙ୍ଗୀର ରୁଗୁଡିପଡା ନିକଟ ମୁନିସିପାଲଟି କଲୋନୀରେ ଅଘଟଣ । ଘର ଛାତ ଅତଡା ଖସି ବୃଦ୍ଧାଙ୍କ ସମେତ 2 ଗୁରୁତର । ଗୁରୁତରମାନେ ହେଲେ ଅବସରପ୍ରାପ୍ତ ସଫେଇ କର୍ମଚାରୀ ଗାୟତ୍ରୀ କୁମ୍ଭାର(୭୦) ଓ ତାଙ୍କ ଝିଅ ଆରତୀ କଲେତ (୪୦) । ଗତକାଲି ରାତିରେ ଘଟିଥିଲା ଅଘଟଣ । ଗାୟତ୍ରୀକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର