ବଡ଼ ଭାଇର ମୃତ୍ଯୁ ଖବର ଶୁଣି ସାନ ଭାଇ ପିଇ ଦେଲେ ବିଷ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ବ୍ଲକ ଅନ୍ତର୍ଗତ କୁମାରଖୋନ ଗାଁରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।  କୁମାରଖୋନ ଗାଁର ଦୀପକ ପୁଟେଲ ଛେଳିଆ ଡ୍ଯାମକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳେ ଡ୍ଯାମରେ ଦୀପକଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ। ବଡ଼  ଭାଇଙ୍କ ମୃତଦେହ ଦେଖି ସାନ ଭାଇ ବିଶ୍ୱଜିତ ପୁଟେଲ ବିଷ ପିଇ […]

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ବ୍ଲକ ଅନ୍ତର୍ଗତ କୁମାରଖୋନ ଗାଁରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।  କୁମାରଖୋନ ଗାଁର ଦୀପକ ପୁଟେଲ ଛେଳିଆ ଡ୍ଯାମକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳେ ଡ୍ଯାମରେ ଦୀପକଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ। ବଡ଼  ଭାଇଙ୍କ ମୃତଦେହ ଦେଖି ସାନ ଭାଇ ବିଶ୍ୱଜିତ ପୁଟେଲ ବିଷ ପିଇ ଦେଇଥିଲେ। ବିଶ୍ୱଜିତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ଘଟଣା ସ୍ଥଳରେ ବେଳପଡା ପୁଲିସ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

28 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର