ମାଟି ଧସି ଦୁଇ ଚାଷୀଙ୍କ ମୃତ୍ଯୁ

The Sakala Picture
Published On

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଖୋଲାଙ୍ଗ ଡୁଙ୍ଗୁରିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ମାଟି ଧସି ୨ ଚାଷୀଙ୍କ ମୃତ୍ଯୁ ଘଟିଛି। ଚାଷଜମିକୁ ପାଣି ମଡ଼ାଇବା ନିମନ୍ତେ ନାଳ ଖୋଳିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ। ନାଳ ଖୋଳିବା ନିମନ୍ତେ ସେମାନେ ଏକ ବନ୍ଧ ହୁଡ଼ା କାଟୁଥିଲେ। ଏହି ହୁଡ଼ାର ଗଭୀର ଗର୍ତ୍ତ ଭିତରେ ସେମାନେ କାମ କରୁଥିବା ବେଳେ ଉପରୁ ମାଟି ଧସି ଯାଇଥିଲା। ଖବର […]

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଖୋଲାଙ୍ଗ ଡୁଙ୍ଗୁରିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ମାଟି ଧସି ୨ ଚାଷୀଙ୍କ ମୃତ୍ଯୁ ଘଟିଛି। ଚାଷଜମିକୁ ପାଣି ମଡ଼ାଇବା ନିମନ୍ତେ ନାଳ ଖୋଳିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ। ନାଳ ଖୋଳିବା ନିମନ୍ତେ ସେମାନେ ଏକ ବନ୍ଧ ହୁଡ଼ା କାଟୁଥିଲେ। ଏହି ହୁଡ଼ାର ଗଭୀର ଗର୍ତ୍ତ ଭିତରେ ସେମାନେ କାମ କରୁଥିବା ବେଳେ ଉପରୁ ମାଟି ଧସି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

18 Sep 2022 By The Sakala

ମାଟି ଧସି ଦୁଇ ଚାଷୀଙ୍କ ମୃତ୍ଯୁ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଖୋଲାଙ୍ଗ ଡୁଙ୍ଗୁରିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ମାଟି ଧସି ୨ ଚାଷୀଙ୍କ ମୃତ୍ଯୁ ଘଟିଛି। ଚାଷଜମିକୁ ପାଣି ମଡ଼ାଇବା ନିମନ୍ତେ ନାଳ ଖୋଳିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ। ନାଳ ଖୋଳିବା ନିମନ୍ତେ ସେମାନେ ଏକ ବନ୍ଧ ହୁଡ଼ା କାଟୁଥିଲେ। ଏହି ହୁଡ଼ାର ଗଭୀର ଗର୍ତ୍ତ ଭିତରେ ସେମାନେ କାମ କରୁଥିବା ବେଳେ ଉପରୁ ମାଟି ଧସି ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର