ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

The Sakala Picture
Published On

ରାଜନଗର : ଥାନା ପାଖରୁ ଲୁଟ । ରାଜନଗର ଥାନା ୧ ଶହ ମିଟର ଦୂରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ କୁ ତାଡି ଗତକାଲି ଵିଳମ୍ବିତ ରାତିରେ ଲୁଟିନେଲେ ଜଣେ ଯୁବକ । ତେବେ ଏଟିଏମରୁ କେତେ ଟଙ୍କା ଚୋରି ହୋଇଛି ତାହା ଜଣା ପଡିନଥିବାବେଳେ ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ତନାଘନା ଆରମ୍ଭ କରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏଟିଏମ ଭିତରକୁ ପଶି ଡିଜିଟାଲ ଲକ ତାଡି ଦେଇଥିଲା । ଯୁବକ […]

ରାଜନଗର : ଥାନା ପାଖରୁ ଲୁଟ । ରାଜନଗର ଥାନା ୧ ଶହ ମିଟର ଦୂରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ କୁ ତାଡି ଗତକାଲି ଵିଳମ୍ବିତ ରାତିରେ ଲୁଟିନେଲେ ଜଣେ ଯୁବକ । ତେବେ ଏଟିଏମରୁ କେତେ ଟଙ୍କା ଚୋରି ହୋଇଛି ତାହା ଜଣା ପଡିନଥିବାବେଳେ ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ତନାଘନା ଆରମ୍ଭ କରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏଟିଏମ ଭିତରକୁ ପଶି ଡିଜିଟାଲ ଲକ ତାଡି ଦେଇଥିଲା । ଯୁବକ ଜଣଙ୍କ ହେଲମେଟ ପିନ୍ଧିଥିବାବେଳେ ଜୋତା ଓ ଟିସାର୍ଟ ପିନ୍ଧିଛନ୍ତି । ଯୁବକଙ୍କ ଏଟିଏମ ଭିତରେ ପ୍ରବେଶ ଠାରୁ ଆରମ୍ଭ କରି ଲକ ତାଡିବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭରେ ରେକର୍ଡ ହୋଇଛି । ସିସିଟିଭି ରେକର୍ଡ଼କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର