ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ ଟି ସ୍ଥାନରେ ଚଢ଼ାଉ…

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର R&B ଡିଭିଜନ ୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୧୦ ଟି ସ୍ଥାନରେ ଚଢ଼ାଉ। ନୀଳାଦ୍ରି ବିହାର ସ୍ଥିତ ଘର, କଶ୍ମପଲିସ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ଫ୍ଲାଟ, ସିମ୍ଫନି ମଲରେ ଥିବା ଦୋକାନ ଘର, ନୟାଗଡ଼ ସ୍ଥିତ ପୈତୃକ ଘର, ଡିଭିଜନ ୩ ଅଫିସ, ପଟିଆ ସ୍ଥିତ ଶ୍ୱଶୁର ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର ସହ ଅନ୍ୟ ୩ଟି ସ୍ଥାନରେ […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର R&B ଡିଭିଜନ ୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୧୦ ଟି ସ୍ଥାନରେ ଚଢ଼ାଉ। ନୀଳାଦ୍ରି ବିହାର ସ୍ଥିତ ଘର, କଶ୍ମପଲିସ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ଫ୍ଲାଟ, ସିମ୍ଫନି ମଲରେ ଥିବା ଦୋକାନ ଘର, ନୟାଗଡ଼ ସ୍ଥିତ ପୈତୃକ ଘର, ଡିଭିଜନ ୩ ଅଫିସ, ପଟିଆ ସ୍ଥିତ ଶ୍ୱଶୁର ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର ସହ ଅନ୍ୟ ୩ଟି ସ୍ଥାନରେ ଚାଲିଛି ମାରାଥନ ରେଡ଼। ୭ ଜଣ ଡ଼ିଏସପି, ୫ ଇନ୍ସପେକ୍ଟର, ଜଣେ ସବଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏହି ଚଢ଼ାଉ ଜାରି ରଖିଛନ୍ତି । ବାବୁଙ୍କ ନାଁରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଥିଲା ଅଭିଯୋଗ । ଭିଜିଲାନ୍ସ ନିର୍ଦ୍ଦେଶକ ଓ ସ୍ପେଶାଲ ଜଜ ଭିଜିଲାନ୍ସ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

29 Jul 2025 By The Sakala

ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ ଟି ସ୍ଥାନରେ ଚଢ଼ାଉ…

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର R&B ଡିଭିଜନ ୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏକକାଳୀନ ୧୦ ଟି ସ୍ଥାନରେ ଚଢ଼ାଉ। ନୀଳାଦ୍ରି ବିହାର ସ୍ଥିତ ଘର, କଶ୍ମପଲିସ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ଫ୍ଲାଟ, ସିମ୍ଫନି ମଲରେ ଥିବା ଦୋକାନ ଘର, ନୟାଗଡ଼ ସ୍ଥିତ ପୈତୃକ ଘର, ଡିଭିଜନ ୩ ଅଫିସ, ପଟିଆ ସ୍ଥିତ ଶ୍ୱଶୁର ଘର, ନୟାଗଡ଼ରେ ଥିବା ସମ୍ପର୍କୀୟଙ୍କ ଘର ସହ ଅନ୍ୟ ୩ଟି ସ୍ଥାନରେ ଚାଲିଛି ମାରାଥନ ରେଡ଼। ୭ ଜଣ ଡ଼ିଏସପି, ୫ ଇନ୍ସପେକ୍ଟର, ଜଣେ ସବଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏହି ଚଢ଼ାଉ ଜାରି ରଖିଛନ୍ତି । ବାବୁଙ୍କ ନାଁରେ ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଥିଲା ଅଭିଯୋଗ । ଭିଜିଲାନ୍ସ ନିର୍ଦ୍ଦେଶକ ଓ ସ୍ପେଶାଲ ଜଜ ଭିଜିଲାନ୍ସ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର