ଆର୍ମି ଚାକିରି ଆଳରେ ୨ଜଣଙ୍କଠାରୁ ୨ଲକ୍ଷ ଲୁଟ୍‍

The Sakala Picture
Published On

ଭୁବନେଶ୍ୱର : ଆର୍ମି ଚାକିରି ଆଳରେ ସାଇବର ଠକ ଦୁଇ ଜଣ ଯୁବକଙ୍କଠାରୁ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ନୂଆପଲ୍ଲୀ ଥାନା ଅଞ୍ଚଳର ରାକେଶ ବେହେରା ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳର ମିଟୁ ଜେନା। ସେମାନେ ଏନେଇ ପ୍ରଥମେ ସ୍ଥାନୀୟ ଥାନା ଏବଂ ପରେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କ ମୋବାଇଲ୍‍ ନମ୍ବରକୁ ଏକ ମେସେଜ୍‍ ଆସିଥିଲା। ଆର୍ମି ଚାକିରି କରିବାକୁ ଇଚ୍ଛୁକ ଥିଲେ ଦିଆଯାଇଥିବା […]

ଭୁବନେଶ୍ୱର : ଆର୍ମି ଚାକିରି ଆଳରେ ସାଇବର ଠକ ଦୁଇ ଜଣ ଯୁବକଙ୍କଠାରୁ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ନୂଆପଲ୍ଲୀ ଥାନା ଅଞ୍ଚଳର ରାକେଶ ବେହେରା ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳର ମିଟୁ ଜେନା। ସେମାନେ ଏନେଇ ପ୍ରଥମେ ସ୍ଥାନୀୟ ଥାନା ଏବଂ ପରେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କ ମୋବାଇଲ୍‍ ନମ୍ବରକୁ ଏକ ମେସେଜ୍‍ ଆସିଥିଲା। ଆର୍ମି ଚାକିରି କରିବାକୁ ଇଚ୍ଛୁକ ଥିଲେ ଦିଆଯାଇଥିବା ଲିଙ୍କ୍‍ରେ କ୍ଲିକ୍‍ କରିବାକୁ ଉଲ୍ଲେଖ ଥିଲା। ଏହି ଲିଙ୍କ୍‍ରେ ଦୁଇ ଜଣ କ୍ଲିକ୍‍ କରିବା ପରେ ଏକ ୱେବ୍‍ସାଇଟ୍‍ ଖୋଲିଥିଲା। ଏଥିରେ ଦିଆଯାଇଥିବା କିଛି ଫର୍ମକୁ ପୂରଣ କରିଥିଲେ ରାକେଶ ଓ ମିଟୁ। ଏହା ପରେ ସାଇବର ଠକ ତାଙ୍କୁ ଏକ ଆପ୍‍ ଡାଉନ୍‍ଲୋଡ୍‍ କରି ଫର୍ମ ବାବଦକୁ ୧ହଜାର ଟଙ୍କା ଦେବା ପାଇଁ କହିଥିଲେ। ଦୁଇ ଯୁବକ ଆପ୍‍ ଡାଉନ୍‍ଲୋଡ୍‍ କରିବା ପରେ ଉଭୟଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା କଟି ଯାଇଥିଲା।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

12 Mar 2022 By The Sakala

ଆର୍ମି ଚାକିରି ଆଳରେ ୨ଜଣଙ୍କଠାରୁ ୨ଲକ୍ଷ ଲୁଟ୍‍

ଭୁବନେଶ୍ୱର : ଆର୍ମି ଚାକିରି ଆଳରେ ସାଇବର ଠକ ଦୁଇ ଜଣ ଯୁବକଙ୍କଠାରୁ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ନୂଆପଲ୍ଲୀ ଥାନା ଅଞ୍ଚଳର ରାକେଶ ବେହେରା ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳର ମିଟୁ ଜେନା। ସେମାନେ ଏନେଇ ପ୍ରଥମେ ସ୍ଥାନୀୟ ଥାନା ଏବଂ ପରେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କ ମୋବାଇଲ୍‍ ନମ୍ବରକୁ ଏକ ମେସେଜ୍‍ ଆସିଥିଲା। ଆର୍ମି ଚାକିରି କରିବାକୁ ଇଚ୍ଛୁକ ଥିଲେ ଦିଆଯାଇଥିବା ଲିଙ୍କ୍‍ରେ କ୍ଲିକ୍‍ କରିବାକୁ ଉଲ୍ଲେଖ ଥିଲା। ଏହି ଲିଙ୍କ୍‍ରେ ଦୁଇ ଜଣ କ୍ଲିକ୍‍ କରିବା ପରେ ଏକ ୱେବ୍‍ସାଇଟ୍‍ ଖୋଲିଥିଲା। ଏଥିରେ ଦିଆଯାଇଥିବା କିଛି ଫର୍ମକୁ ପୂରଣ କରିଥିଲେ ରାକେଶ ଓ ମିଟୁ। ଏହା ପରେ ସାଇବର ଠକ ତାଙ୍କୁ ଏକ ଆପ୍‍ ଡାଉନ୍‍ଲୋଡ୍‍ କରି ଫର୍ମ ବାବଦକୁ ୧ହଜାର ଟଙ୍କା ଦେବା ପାଇଁ କହିଥିଲେ। ଦୁଇ ଯୁବକ ଆପ୍‍ ଡାଉନ୍‍ଲୋଡ୍‍ କରିବା ପରେ ଉଭୟଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା କଟି ଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର