ଭିଜିଲାନ୍ସ ଜାଲରେ ଟିପିଡବ୍ଲୁଓଡିଏଲର ଜେନେରାଲ ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ରେଡ୍

The Sakala Picture
Published On

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଟାଟା ପାଓ୍ବାର ପଶ୍ଚିମ ଓଡ଼ିଶା ଡିଭିଜନର ଜେନେରାଲ ମ୍ୟାନେଜର । ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟିପିଡବ୍ଲୁଓଡିଏଲର କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଜାରି ରହିଛି ରେଡ୍ । TPWODLର ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ଯ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ […]

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଟାଟା ପାଓ୍ବାର ପଶ୍ଚିମ ଓଡ଼ିଶା ଡିଭିଜନର ଜେନେରାଲ ମ୍ୟାନେଜର । ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟିପିଡବ୍ଲୁଓଡିଏଲର କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଜାରି ରହିଛି ରେଡ୍ । TPWODLର ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ଯ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ଜଣେ ଡିଏସପି, ୬ ଇନ୍ସେପକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଭିଜିଲାନ୍ସର ଏହି ଚଢ଼ାଉରେ ଜଣେ ଡିଏସପି, ୬ ଜଣ ଇନସ୍ପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

11 Mar 2022 By The Sakala

ଭିଜିଲାନ୍ସ ଜାଲରେ ଟିପିଡବ୍ଲୁଓଡିଏଲର ଜେନେରାଲ ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଟାଟା ପାଓ୍ବାର ପଶ୍ଚିମ ଓଡ଼ିଶା ଡିଭିଜନର ଜେନେରାଲ ମ୍ୟାନେଜର । ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟିପିଡବ୍ଲୁଓଡିଏଲର କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଜାରି ରହିଛି ରେଡ୍ । TPWODLର ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ଯ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ଜଣେ ଡିଏସପି, ୬ ଇନ୍ସେପକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଭିଜିଲାନ୍ସର ଏହି ଚଢ଼ାଉରେ ଜଣେ ଡିଏସପି, ୬ ଜଣ ଇନସ୍ପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର