ସମ୍ବଲପୁରରେ ୯ଟି ଜୋନରେ ବିଜେଡି ବିଜୟୀ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯ଟି ଜୋନରେ ବିଜେଡିର ବାଜମାତ୍ । ଜିଲ୍ଲାର ବାମରା ଜୋନ ୧ରେ ବିଜେଡି କୃଷ୍ଣଚନ୍ଦ୍ର ଟପ୍ପୋ ୭୬୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧନକଉଡ଼ା ୧ରେ ବିଜେଡି ପ୍ରାର୍ଥୀ ସୁନୀଲ କୁମାର ମିଶ୍ର ୮ ହଜାର ୨୭ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି । ଜମେନକିରା ବ୍ଲକ ଜୋନ ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ୭୭୯୩ ଭୋଟ ବ୍ୟବଧାନରେ ବିଜୟୀ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ଜୋନ ୧ରେ ବିଜେଡି କବିତା […]

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯ଟି ଜୋନରେ ବିଜେଡିର ବାଜମାତ୍ । ଜିଲ୍ଲାର ବାମରା ଜୋନ ୧ରେ ବିଜେଡି କୃଷ୍ଣଚନ୍ଦ୍ର ଟପ୍ପୋ ୭୬୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଧନକଉଡ଼ା ୧ରେ ବିଜେଡି ପ୍ରାର୍ଥୀ ସୁନୀଲ କୁମାର ମିଶ୍ର ୮ ହଜାର ୨୭ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି । ଜମେନକିରା ବ୍ଲକ ଜୋନ ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ୭୭୯୩ ଭୋଟ ବ୍ୟବଧାନରେ ବିଜୟୀ ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସମ୍ବଲପୁର ଜିଲ୍ଲା ଯୁଜୁମୁରା ଜୋନ ୧ରେ ବିଜେଡି କବିତା ସାହୁ ୨୯୨୮ ଭୋଟ ବ୍ୟବଧାନରେ ବିଜୟୀ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଜୋନ ୧ର ବିଜେଡିର ଅଜିତ କୁମାର ମହାପାତ୍ର ୪୫୩୭ ଭୋଟ ବ୍ୟବଧାନରେ ବିଜୟୀ । ମାନେଶ୍ବର ଜୋନ ୧ରେ ବିଜେଡି ପ୍ରାର୍ଥୀ ସୁରୁଜା ସେଠ ୩ ହଜାର ୩୧୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ନକଟିଦେଉଲ ଜୋନ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ୬ ହଜାର ୨୪ ଭୋଟ ବ୍ୟବଧାନରେ ବିଜୟୀ । ରେଢ଼ାଖୋଲ ଜୋନ ୧ ରେ ବିଜେଡି ର ଶ୍ରାବଣୀ ଭୋଇ ୧୯୪ ଭୋଟ ବ୍ୟବଧାନରେ ବିଜୟୀ । ରେଙ୍ଗାଲି ଜୋନରେ ବିଜେଡିର ଚୋଲେଶ୍ବରୀ ମହାନନ୍ଦ ୧୫ ହଜାର ୩୧୪ ଭୋଟ ବ୍ୟବଧାନରେ ବିଜୟୀ ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର