ରାଜଧାନୀରୁ ୪ ଇଞ୍ଜିନିୟର ଛାତ୍ର ନିଖୋଜ ଘଟଣା: ଜାମତରା ଗ୍ୟାଙ୍ଗର ଜଣଙ୍କୁ ଟ୍ରାକିଂ ବେଳେ ମିଳିଲା ତଥ୍ଯ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରୁ ୪ଜଣ ଇଞ୍ଜିନିୟର ଛାତ୍ର ନିଖୋଜ ଘଟଣାରେ ପୁଳିସକୁ ମଳିଛି ସଫଳତା । ଅଇଁଠାପଲି ପୁଲିସ ଉକ୍ତ ଚାରି ନିଖୋଜ ଛାତ୍ରଙ୍କୁ ଠାବ କରିଛି। ୪ ନିଖୋଜ ଛାତ୍ରଙ୍କ ସାଇବର ଅପରାଧ ନେଇ ଲିଙ୍କ ନେଇ ସୂଚନା ମିଳୁଛି । ଏମାନଙ୍କ ସହ ଜଣେ ଜମତରାର ସଦସ୍ୟ ରହିଥିଲେ । ଯାହା ଦ୍ୱାରା ସାଇବର ଅପରାଧ ଲିଙ୍କ ଆସୁଥିବା ନେଇ ପୁଲିସ ସନ୍ଦେହ କରୁଛି । ୪ ଜଣ ହେଉଛନ୍ତି ବିହାର ଅଭୟପୁରର ଆଦିତ୍ୟ କୁମାର, ଝାଡଖଣ୍ଡ […]

ଭୁବନେଶ୍ୱର: ରାଜଧାନୀରୁ ୪ଜଣ ଇଞ୍ଜିନିୟର ଛାତ୍ର ନିଖୋଜ ଘଟଣାରେ ପୁଳିସକୁ ମଳିଛି ସଫଳତା । ଅଇଁଠାପଲି ପୁଲିସ ଉକ୍ତ ଚାରି ନିଖୋଜ ଛାତ୍ରଙ୍କୁ ଠାବ କରିଛି। ୪ ନିଖୋଜ ଛାତ୍ରଙ୍କ ସାଇବର ଅପରାଧ ନେଇ ଲିଙ୍କ ନେଇ ସୂଚନା ମିଳୁଛି । ଏମାନଙ୍କ ସହ ଜଣେ ଜମତରାର ସଦସ୍ୟ ରହିଥିଲେ । ଯାହା ଦ୍ୱାରା ସାଇବର ଅପରାଧ ଲିଙ୍କ ଆସୁଥିବା ନେଇ ପୁଲିସ ସନ୍ଦେହ କରୁଛି । ୪ ଜଣ ହେଉଛନ୍ତି ବିହାର ଅଭୟପୁରର ଆଦିତ୍ୟ କୁମାର, ଝାଡଖଣ୍ଡ ଜନତା ଷ୍ଟେସନ ମାର୍କେଟ୍ ରୋଡ୍ ଅଞ୍ଚଳର ବିଶାଲ ପାଣ୍ଡେ ଏବଂ କ୍ରସ୍ ରୋଡ୍ ର ତ୍ରିନେତ୍ର କୁମାର, ବିହାର ଜାମୁର ଅଞ୍ଚଳର ଶେଖର ସିଂ ରାଜପୁତ । ବିଶାଲଙ୍କ ସାଙ୍ଗ ଛୋଟୁ ଓରଫ ରେହମତ ଆସି ସେମାନଙ୍କ ସହ ମେସରେ ରହୁଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ତେବେ ଗତ ୧୧ ତାରିଖରୁ ସେମାନଙ୍କ ପରିବାରଲୋକ ଯୋଗାଯୋଗ କରୁଥିଲେ ମଧ୍ୟ ସମସ୍ତଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଆସୁଛି । ବାରମ୍ବାର ଯୋଗାଯୋଗ କରିବା ପରେ ଆଦିତ୍ୟଙ୍କ ବାପା ପ୍ରମୋଦ କୁମାର ସିଂ ଆସି ମେସରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର