ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା; ବିନା ଟିକା ସାର୍ଟିଫିକେଟରେ କରିହେବ ମହାପ୍ରଭୁଙ୍କ ଦର୍ଶନ

The Sakala Picture
Published On

ପୁରୀ: ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା । ଆସନ୍ତା ଫେବୃଆରୀ ୨୧ରୁ ଶ୍ରଦ୍ଧାଳୁଙ୍କ ପାଇଁ କୋହଳ ହେବ ଜଗା ଦର୍ଶନ। ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାତ୍ର ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୀଷନ କୁମାର ଏହି ସୂଚନା ଦେଇଛନ୍ତି ।ଦୀର୍ଘ ଦୁଇ ବର୍ଷ ପରେ […]

ପୁରୀ: ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା । ଆସନ୍ତା ଫେବୃଆରୀ ୨୧ରୁ ଶ୍ରଦ୍ଧାଳୁଙ୍କ ପାଇଁ କୋହଳ ହେବ ଜଗା ଦର୍ଶନ। ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାତ୍ର ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୀଷନ କୁମାର ଏହି ସୂଚନା ଦେଇଛନ୍ତି ।ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ। ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

14 Feb 2022 By The Sakala

ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା; ବିନା ଟିକା ସାର୍ଟିଫିକେଟରେ କରିହେବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା । ଆସନ୍ତା ଫେବୃଆରୀ ୨୧ରୁ ଶ୍ରଦ୍ଧାଳୁଙ୍କ ପାଇଁ କୋହଳ ହେବ ଜଗା ଦର୍ଶନ। ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାତ୍ର ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୀଷନ କୁମାର ଏହି ସୂଚନା ଦେଇଛନ୍ତି ।ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ। ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର ।

https://www.thesakala.in/latest-odisha-news/covid-certificate-not-required-to-enter-puri-shrimandir/article-9250
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର