ଅଫଲାଇନରେ ହୋଇପାରେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା, ସମସ୍ତ ପକ୍ଷଙ୍କ ସହ ହେବ ଆଲୋଚନା

The Sakala Picture
Published On

ଭୁବନେଶ୍ବର: ସୁଧୁରୁଛି ସ୍ଥିତ, ଟ୍ରାକକୁ ଫେରିବାରେ ଲାଗିଛି ଶିକ୍ଷା ବ୍ଯବସ୍ଥା । ବିଦ୍ଯାଳୟ ଓ କଲେଜ ଗୁଡିକରେ ଅଫଲାଇନ ପାଠ ପଢା ଆରମ୍ଭ  ହୋଇଛି। ଅଫଲାଇନ ମାଧ୍ଯମରେ ପାଠପଢିବାକୁ ଛାତ୍ରଛତ୍ରୀଙ୍କ ଆଗ୍ରହ ବଢିବାରେ ଲାଗିଛି।  ଅଫଲାଇନରେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ଏକ ପ୍ରେସ ରିଲିଜ ଜାରି ହୋଇଛି। ପରୀକ୍ଷା ପୂର୍ବରୁ ଏନେଇ ବ୍ଯାପକ ଆଲୋଚନା କରାଯିବ। ବିଏସଇ ଓ ସିଏଚଏସଇ ସବୁ ପକ୍ଷ ସହ ଆଲୋଚନା କରାଯିବ। ଛାତ୍ରାଛତ୍ରୀ, ଶିକ୍ଷକ, ଅଭିଭାବକ ଓ […]

ଭୁବନେଶ୍ବର: ସୁଧୁରୁଛି ସ୍ଥିତ, ଟ୍ରାକକୁ ଫେରିବାରେ ଲାଗିଛି ଶିକ୍ଷା ବ୍ଯବସ୍ଥା । ବିଦ୍ଯାଳୟ ଓ କଲେଜ ଗୁଡିକରେ ଅଫଲାଇନ ପାଠ ପଢା ଆରମ୍ଭ  ହୋଇଛି। ଅଫଲାଇନ ମାଧ୍ଯମରେ ପାଠପଢିବାକୁ ଛାତ୍ରଛତ୍ରୀଙ୍କ ଆଗ୍ରହ ବଢିବାରେ ଲାଗିଛି।  ଅଫଲାଇନରେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ଏକ ପ୍ରେସ ରିଲିଜ ଜାରି ହୋଇଛି। ପରୀକ୍ଷା ପୂର୍ବରୁ ଏନେଇ ବ୍ଯାପକ ଆଲୋଚନା କରାଯିବ। ବିଏସଇ ଓ ସିଏଚଏସଇ ସବୁ ପକ୍ଷ ସହ ଆଲୋଚନା କରାଯିବ। ଛାତ୍ରାଛତ୍ରୀ, ଶିକ୍ଷକ, ଅଭିଭାବକ ଓ ବିଶେଷଜ୍ଞମାନଙ୍କ ପରାମାର୍ଶ ନିଆଯିବ । ପରୀକ୍ଷା ଓ ମୂଲ୍ଯାୟନ ନେଇ ପ୍ରସ୍ତାବ ଗ୍ରହଣ କରାଯିବ। ତେବେ କେବେ ଓ କେଉଁ ସମୟରେ ଆଲୋଚନା କରାଯିବ ସେ ନେଇ ବୋର୍ଡ ଓ କାଉନସିଲ ମୁଖ୍ଯଙ୍କ ପକ୍ଷରୁ ଧାର୍ଯ୍ଯ କରାଯିବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର