ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ଜାରି ହେଲା ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ ହୋଇଛି। ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ନିର୍ଦ୍ଦେଶ ଦିଆଯାଇଛି। ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ। ଓବିସି ମାନଙ୍କ ପାଇଁ ସଂରକ୍ଷଣ ରହିବନି । ଜାନୁଆରୀ ୧୨ ତାରିଖରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଜାନୁଆରୀ ୧୩ ତାରିଖରେ ପୁନଃ ନିର୍ଦ୍ଧାରଣ ସୀମା ପ୍ରକାଶ ପାଇବ । କଟକ, ଭୁବନେଶ୍ୱର, […]

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ ହୋଇଛି। ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ନିର୍ଦ୍ଦେଶ ଦିଆଯାଇଛି। ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ। ଓବିସି ମାନଙ୍କ ପାଇଁ ସଂରକ୍ଷଣ ରହିବନି । ଜାନୁଆରୀ ୧୨ ତାରିଖରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଜାନୁଆରୀ ୧୩ ତାରିଖରେ ପୁନଃ ନିର୍ଦ୍ଧାରଣ ସୀମା ପ୍ରକାଶ ପାଇବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମରେ ୫ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ୧୬ ତାରିଖରେ ଏନେଇ ଆପତ୍ତି ଅଭିଯୋଗ କରିପାରିବେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

03 Jan 2022 By The Sakala

ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ଜାରି ହେଲା ନିର୍ଦ୍ଦେଶ

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ ହୋଇଛି। ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପୁଣି ଥରେ ନିର୍ଦ୍ଦେଶ ଦିଆଯାଇଛି। ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ। ଓବିସି ମାନଙ୍କ ପାଇଁ ସଂରକ୍ଷଣ ରହିବନି । ଜାନୁଆରୀ ୧୨ ତାରିଖରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଜାନୁଆରୀ ୧୩ ତାରିଖରେ ପୁନଃ ନିର୍ଦ୍ଧାରଣ ସୀମା ପ୍ରକାଶ ପାଇବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମରେ ୫ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ୧୬ ତାରିଖରେ ଏନେଇ ଆପତ୍ତି ଅଭିଯୋଗ କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର