ଚିନ୍ତା ବଢାଇଲା ଓମିକ୍ରନ: ପୁଣି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ୱର: ଚିନ୍ତା ବଢାଇଲା ଓମିକ୍ରନ। ପୁଣି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ ।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି । ସମ୍ପୃକ୍ତ ୫ ଆକ୍ରାନ୍ତଙ୍କ ତଥ୍ୟ ନେଇ ଅନୁଧ୍ୟାନ ଚାଲିଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ମାତ୍ର ୧୦ ଦିନ ଭିତରେ  ୧୪ ଜଣ ସଂକ୍ରମିତ ରାଜ୍ଯରେ ଚିହ୍ନଟ ହେଲେଣି ।

ଭୁବନେଶ୍ୱର: ଚିନ୍ତା ବଢାଇଲା ଓମିକ୍ରନ। ପୁଣି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ ।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି । ସମ୍ପୃକ୍ତ ୫ ଆକ୍ରାନ୍ତଙ୍କ ତଥ୍ୟ ନେଇ ଅନୁଧ୍ୟାନ ଚାଲିଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ମାତ୍ର ୧୦ ଦିନ ଭିତରେ  ୧୪ ଜଣ ସଂକ୍ରମିତ ରାଜ୍ଯରେ ଚିହ୍ନଟ ହେଲେଣି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର