ଭିଜିଲାନ୍ସ ଜାଲରେ ଖଡିଆଳ ବନ ବିଭାଗ ରେଞ୍ଜର

The Sakala Picture
Published On

ନୂଆପଡା: ଭିଜିଲାନ୍ସ ଜାଲରେ ରେଞ୍ଜର। ନୂଆପଡ଼ା ଜିଲା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଗୁରୁବାର  ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଖଡିଆଳ ସ୍ଥିତ ସରକାରୀ ବାସଭବନ ସମେତ ସିନାପାଲି ଥାନା ନିଲଜି ଗାଁର ଥିବା ସମ୍ପର୍କୀୟଙ୍କ ୨ଟି ଘରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ପର୍ଯ୍ଯନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

18 Mar 2021 By The Sakala

ଭିଜିଲାନ୍ସ ଜାଲରେ ଖଡିଆଳ ବନ ବିଭାଗ ରେଞ୍ଜର

ନୂଆପଡା: ଭିଜିଲାନ୍ସ ଜାଲରେ ରେଞ୍ଜର। ନୂଆପଡ଼ା ଜିଲା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଗୁରୁବାର  ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଖଡିଆଳ ସ୍ଥିତ ସରକାରୀ ବାସଭବନ ସମେତ ସିନାପାଲି ଥାନା ନିଲଜି ଗାଁର ଥିବା ସମ୍ପର୍କୀୟଙ୍କ ୨ଟି ଘରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ପର୍ଯ୍ଯନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର