ଭାରସାମ୍ଯ ହରାଇ ଧାନ ବିଲରେ ଓଲଟିଲା ଟ୍ରାକ୍ଟର, ସ୍ବାମୀ-ସ୍ତ୍ରୀ ମୃତ

The Sakala Picture
Published On

ରାଉରକେଲା: ଭାରସାମ୍ଯ ହରାଇ ଧାନ ବିଲରେ ଟ୍ରାକ୍ଟରଟି ଓଲଟିପଡ଼ିବାରୁ ଘଟଣାସ୍ଥଳରେ ଚାଷୀ ଦମ୍ପତି ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ । ସୂଚନା ଅନୁସାରେ, ଧାନ ଆଣିବା ପାଇଁ ଚାଷୀ ଦମ୍ପତି ବିଲକୁ ଟ୍ରାକ୍ଟର ନେଇ ଯାଇଥିଲେ । ମାତ୍ର ଟ୍ରାକ୍ଟରରୁ ଓହ୍ଲାଇବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଭାରସାମ୍ଯ ହରାଇ ଓଲଟି ପଡ଼ିଥିଲା । ଫଳରେ ଧାନ ବିଲରେ ହିଁ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି […]

ରାଉରକେଲା: ଭାରସାମ୍ଯ ହରାଇ ଧାନ ବିଲରେ ଟ୍ରାକ୍ଟରଟି ଓଲଟିପଡ଼ିବାରୁ ଘଟଣାସ୍ଥଳରେ ଚାଷୀ ଦମ୍ପତି ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ । ସୂଚନା ଅନୁସାରେ, ଧାନ ଆଣିବା ପାଇଁ ଚାଷୀ ଦମ୍ପତି ବିଲକୁ ଟ୍ରାକ୍ଟର ନେଇ ଯାଇଥିଲେ । ମାତ୍ର ଟ୍ରାକ୍ଟରରୁ ଓହ୍ଲାଇବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଭାରସାମ୍ଯ ହରାଇ ଓଲଟି ପଡ଼ିଥିଲା । ଫଳରେ ଧାନ ବିଲରେ ହିଁ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ । ସୂଚନା ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ପହଞ୍ଚିବା ସହ ତଦନ୍ତ କରୁଛି । ମୃତ ଦମ୍ପତିଙ୍କ ନାମ ପିରୋ ଭୋଇ ଓ କୁନ୍ତି ଭୋଇ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

05 Dec 2021 By The Sakala

ଭାରସାମ୍ଯ ହରାଇ ଧାନ ବିଲରେ ଓଲଟିଲା ଟ୍ରାକ୍ଟର, ସ୍ବାମୀ-ସ୍ତ୍ରୀ ମୃତ

ରାଉରକେଲା: ଭାରସାମ୍ଯ ହରାଇ ଧାନ ବିଲରେ ଟ୍ରାକ୍ଟରଟି ଓଲଟିପଡ଼ିବାରୁ ଘଟଣାସ୍ଥଳରେ ଚାଷୀ ଦମ୍ପତି ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ । ସୂଚନା ଅନୁସାରେ, ଧାନ ଆଣିବା ପାଇଁ ଚାଷୀ ଦମ୍ପତି ବିଲକୁ ଟ୍ରାକ୍ଟର ନେଇ ଯାଇଥିଲେ । ମାତ୍ର ଟ୍ରାକ୍ଟରରୁ ଓହ୍ଲାଇବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଭାରସାମ୍ଯ ହରାଇ ଓଲଟି ପଡ଼ିଥିଲା । ଫଳରେ ଧାନ ବିଲରେ ହିଁ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ । ସୂଚନା ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ପହଞ୍ଚିବା ସହ ତଦନ୍ତ କରୁଛି । ମୃତ ଦମ୍ପତିଙ୍କ ନାମ ପିରୋ ଭୋଇ ଓ କୁନ୍ତି ଭୋଇ ବୋଲି ଜଣାପଡିଛି ।

https://www.thesakala.in/latest-odisha-news/husband-and-wife-were-killed-due-to-tractor-overturned/article-7373
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର