କମିଲାନି ଗ୍ଯାସ ଦର, ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ

The Sakala Picture
Published On

ଭୁବନେଶ୍ୱର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧି, ବେଲଗାମ ଖଚଏ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପୁନର୍ବାର ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବ । ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ଯାଳାୟରେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ବିଧାୟିକା ତଥା ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ । ବିଜେଡ଼ି ଏହି ଆନ୍ଦୋଳନକୁ RDC ସ୍ତରୀୟ କରିବ । ଅର୍ଥାତ ରାଜ୍ୟରେ ତିନୋଟି […]

ଭୁବନେଶ୍ୱର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧି, ବେଲଗାମ ଖଚଏ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପୁନର୍ବାର ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବ । ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ଯାଳାୟରେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ବିଧାୟିକା ତଥା ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ବିଜେଡ଼ି ଏହି ଆନ୍ଦୋଳନକୁ RDC ସ୍ତରୀୟ କରିବ । ଅର୍ଥାତ ରାଜ୍ୟରେ ତିନୋଟି ଆରଡ଼ିସି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପ୍ରତିବାଦ କରିବ ବିଜେଡ଼ି । ସେହିପରି ଆରଡ଼ିସି ଜରିଆରେ ଆସୁଥିବା ସମସ୍ତ ବ୍ଲକରେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ କରିବ ବିଜେଡ଼ି । ପୂର୍ବରୁ ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବ୍ଲକ ସ୍ତରୀୟ ପ୍ରତିବାଦ ଜାରି ରଖିଥିଲା ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଏହି ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖିଥିଲା ଦଳ । ଅର୍ଥାତ କେନ୍ଦ୍ର ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା କି, ଗ୍ୟାସ ଦର ହ୍ରାସ କରିବା ସହ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଯାଉ । ରାଜ୍ୟପାଳକୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ିର ଶୀର୍ଷ ନେତୃତ୍ୱ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

17 Nov 2021 By The Sakala

କମିଲାନି ଗ୍ଯାସ ଦର, ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ

ଭୁବନେଶ୍ୱର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଦରଦାମ ବୃଦ୍ଧି, ବେଲଗାମ ଖଚଏ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପୁନର୍ବାର ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବ । ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ଯାଳାୟରେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ବିଧାୟିକା ତଥା ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ।

ବିଜେଡ଼ି ଏହି ଆନ୍ଦୋଳନକୁ RDC ସ୍ତରୀୟ କରିବ । ଅର୍ଥାତ ରାଜ୍ୟରେ ତିନୋଟି ଆରଡ଼ିସି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପ୍ରତିବାଦ କରିବ ବିଜେଡ଼ି । ସେହିପରି ଆରଡ଼ିସି ଜରିଆରେ ଆସୁଥିବା ସମସ୍ତ ବ୍ଲକରେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ କରିବ ବିଜେଡ଼ି । ପୂର୍ବରୁ ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବ୍ଲକ ସ୍ତରୀୟ ପ୍ରତିବାଦ ଜାରି ରଖିଥିଲା ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଏହି ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖିଥିଲା ଦଳ । ଅର୍ଥାତ କେନ୍ଦ୍ର ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା କି, ଗ୍ୟାସ ଦର ହ୍ରାସ କରିବା ସହ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଯାଉ । ରାଜ୍ୟପାଳକୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ିର ଶୀର୍ଷ ନେତୃତ୍ୱ ।

https://www.thesakala.in/latest-odisha-news/bjd-pressmeet-by-lpg-rate/article-6928
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର